Odia News Portal

ଆଜି ଦ୍ୱିତୀୟ ବିବାହ କରିବେ ଟିନା ଡାବି

ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କର ଆଜି ଆଉ ଥରେ ହାତ ଗଣ୍ଠି ପଡ଼ିବ । ଜୀବନ ସାଥୀ ପ୍ରଦୀପ ଗାଓ୍ଵାଣ୍ଡେଙ୍କ ସହ ଟିନାଙ୍କ ବିବାହ ହେବ । ଜୟପୁରରେ ହେବ ଏହି ବିବାହ ଉତ୍ସବ । ୨୨ ତାରିଖରେ ରହିଛି ରିସେପ୍ସନ ପାର୍ଟି । ଏଥିପାଇଁ ରାଜସ୍ଥାନ ଜୟପୁରର ଏକ ହୋଟେଲରେ ବ୍ୟାପକ ବ୍ୟବସ୍ଥା

ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ

ଅଢ଼େଇ ମାସ ପରେ ଏତଲା ରୁଜୁ । ମଡେଲ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ପୋଲିସର ଆକ୍ସନ । ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଙ୍କ ନାରେ ଇନ୍ଫୋସିଟି ପୋଲିସ ଥାନାରେ ମାମଲା ରୁଜୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ଜାନୁଆରୀ

ନିଆଁ ଲାଗି ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ

ପଞ୍ଜାବ ଲୁଧିଆନାରେ ଏକ ଝୁମ୍ପୁଡି ଘରେ ନିଆଁ ଲାଗି ଗୋଟିଏ ପରିବାରର ୭ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୁଧବାର ସକାଳେ ଏହି ଘଟଣା ତିବ୍ବା ଅଞ୍ଚଳରେ ଘଟିଥିଲା ​​| ଏକ ଝୁମ୍ପୁଡି ଘରେ

କରୋନା ସଂକ୍ରମଣ ବଢିବା ନେଇ ଓଡ଼ିଶାରେ ଆଗୁଆ ସତର୍କତା, ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି : ସ୍ୱାସ୍ଥ୍ୟ ବିଭାଗ

ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଚତୁର୍ଥ ଲହର ଭୟ ଦେଖାଦେଇଛି । ଓଡ଼ିଶାରେ ସେଭଳି ସ୍ଥିତି ଉପୁଜି ନାହିଁ । ତଥାପି ଆଗୁଆ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଉପରେ ନିୟମିତ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସପାଲ କର୍ପୋରେସନ ଓ ସିଡିଏମଓଙ୍କୁ

ବୁଷ୍ଟର ଡୋଜ ଜରୁରୀ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ବୁଷ୍ଟର ଡୋଜ୍ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ଏବେ ସଂକ୍ରମଣ କମୁଥିବାରୁ ଲୋକେ ବୁଷ୍ଟର ଡୋଜ୍ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି। ତେଣୁ ବୁଷ୍ଟର ଡୋଜ୍ ନେବାକୁ

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବେ ମାଟ୍ରିକ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ

ବେଆଇନ ଭାବେ ରାଜଧାନୀରେ ପଶିଥିଲେ ଡ୍ରାଇଭର, ଭଙ୍ଗ ହୋଇଛି ୧୪୪ ଧାରା: ଭୁବନେଶ୍ବର ଡିସିପି

ସୋମବାର ଡ୍ରାଇଭର ସଂଘ ପକ୍ଷରୁ ରାଜଧାନୀରେ ପ୍ରବେଶ ଏବଂ ଆଇନଶୃଙ୍ଖଳା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଡିସିପି କହିଛନ୍ତି, ‘ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ୧୪୪ ଧାରା ଭଙ୍ଗ କରିଛନ୍ତି । ବିନା ଅନୁମତିରେ ରାଜଧାନୀ ଭୁବନେଶ୍ବରରେ ପ୍ରବେଶ

ଭାରତ ଗସ୍ତରେ ଆସିବେ ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷା

ୟୁରୋପୀୟ କମିଶନ୍ ଅଧ୍ୟକ୍ଷା ଉର୍ତ୍ସଲା ଓ୍ବାନ ଡର ଲେନ୍ ଭାରତ ଗସ୍ତରେ ଆସିବେ। ସେ ୨୪ ଓ ୨୫ ଏପ୍ରିଲରେ ଦୁଇ ଦିବସୀୟ ଯାତ୍ରାରେ ଭାରତ ଆସିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର କହିବା ଅନୁସାରେ, ସେ ନିଜର ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ

ମା’ ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କଲା ପୁଅ

ପୁଅ ଭୁଲିଗଲା ମା’ର ମମତା। ମା’ର ସ୍ନେହ, ଆଦର। ପୁଅ ପାଇଁ ମା’ର କଷ୍ଟ ସହିବା। ସବୁକିଛି ଭୁଲିଯାଇ ନୃଂଶସ ହୋଇପଡିଥିଲା ପୁଅ। ସାମାନ୍ୟ ବଚସାରୁ ମା’ ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ଭର୍ତ୍ତି କରି ଦେଇଥିଲା । ଏପରି ଘଟଣାର ବରଗଡ ଜିଲ୍ଲା ବରପାଲି ଥାନା

ଦିଲ୍ଲୀର ତିନି ମ୍ୟୁନିସିପାଲ କର୍ପୋରେସନର ମିଶ୍ରଣ

ଜାତୀୟ ରାଜଧାନୀ ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି କର୍ପୋରେସନର ଆନୁଷ୍ଠାନିକ ମିଶ୍ରଣ ହୋଇଛି | ଏବେ ଏହାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ କୁହାଯିବ | ଏ ବାବଦରେ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ସଂଶୋଧନ) ଆଇନ, ୨୦୨୧ ବିଲକୁ