Odia News Portal

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣାରେ 5ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ବେଳେ 3 ଜଣ ହେଉଛନ୍ତି ନାବାଳକ । ତେବେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଜଣଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି…

ଏଲପିଜି ସବସିଡି ବନ୍ଦ କଲେ ସରକାର

ଘରୋଇ ଏଲପିଜି ଉପଭୋକ୍ତାଙ୍କୁ ଯେଉଁ ସବସିଡି ମିଳୁଥିଲା, ତାକୁ ସରକାର ବନ୍ଦ କରିଦେଇଛନ୍ତି । ଏବେ କେବଳ ଉଜ୍ବଳା ଯୋଜନା ଅଧୀନରେ ମାଗଣା ରନ୍ଧନ ଗ୍ୟାସ ସଂଯୋଗ ପାଇଥିବା ୯ କୋଟି ହିତାଧିକାରୀଙ୍କୁ ସରକାର ଏଲପିଜି ସବସିଡି ପ୍ରଦାନ କରୁଛନ୍ତି। ଅନ୍ୟ ହିତାଧିକାରୀଙ୍କୁ କେବଳ ବଜାର ଦରରେ ଏଲପିଜି…

ଆଜି ରିଲିଜ ହେବ ଅକ୍ଷୟ କୁମାର ଅଭିନିତ ଫିଲ୍ମ ସମ୍ରାଟ୍ ପୃଥ୍ବୀରାଜ୍

ଚୌହ୍ବାନ ବଂଶର ରାଜା ପୃଥ୍ୱୀରାଜ ଚୌହାନଙ୍କ ଉପରେ ଆଧାରିତ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ସଞ୍ଜୟ ଦତ୍ତ, ସୋନୁ ସୁଦ୍, ଆଶୁତୋଷ ରାଣା ମଧ୍ୟ ଅଭିନୟ କରିଛନ୍ତି । ଏହି ଐତିହାସିକ ଡ୍ରାମା ଫିଲ୍ମଟି ୟଶ ରାଜ ବ୍ୟାନର ନିର୍ମାଣ କରିଥିବା ବେଳେ…

ବସରେ ଲାଗିଗଲା ନିଆଁ: ୮ ଜଣ ଜୀବନ୍ତ ଦଗ୍ଧ

କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲାର ବିଦାର ଶ୍ରୀରଙ୍ଗପାଟନ ରାଜପଥରେ ଘଟିଯାଇଛି ଏକ ବଡ ଅଘଟଣ | ବସରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ,ଏକ ଘରୋଇ ବସ ଗୋଆରୁ ହାଇଦ୍ରାବାଦ ଅଭିମୁଖେ…

ନଦୀ ତଳୁ ମିଳିଲା ୩୪୦୦ ବର୍ଷ ପୁରୁଣା ସହର

ପ୍ରତ୍ନତତ୍ତ୍ୱବିତଙ୍କ ଏକ ଇଣ୍ଟରନ୍ୟାସନାଲ ଗ୍ରୁପ୍‌ ଇରାକର କୁର୍ଦିସ୍ତାନରେ ୩୪୦୦ ବର୍ଷ ପୁରୁଣା ସହର ଖୋଜି ବାହାର କରିଛନ୍ତି। ହଜାର ହଜାର ବର୍ଷ ପୁରୁଣା ଏହି ସହର ଟିଗାରିସ୍ ନଦୀ ତଳେ ମିଳିଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ଏବିଷୟରେ ସୂଚନା ଦେଇଛନ୍ତି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଏହି…

ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କଲେ ଅନୁଭବ

ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେଅନୁଭବ ମହାନ୍ତି । କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି, ଆଜି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି । ଟଙ୍କା ଜମା କରିବା ପରେ ଅନୁଭବ ଓ ତାଙ୍କ…

୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା

ବ୍ରଜରାଜନଗର ଉପନିର୍ବାଚନ ରେ ବିଜେଡିକୁ ମିଳିଲା ବିପୁଳ ସମର୍ଥନ । ବାଜିମାତ କଲା ବିଜେଡ଼ି । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା । ୨୫, ୮୨୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ।…

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ 5-T ସଚିବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟର ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଆଜି ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାପାଳ, ଏସପି ଓ…

ବ୍ରଜରାଜନଗରେ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି…

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ପୁଣି ଇଡିର ସମନ୍

ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ସମନ କରିଛି । ସୂଚନାନୁସାରେ, ଜୁନ୍ ୧୩-୧୪ ରେ ଇଡିରେ ହାଜର ହେବାକୁ ତାଙ୍କୁ କୁହାଯାଇଛି । ରାହୁଲଙ୍କୁ ଗତକାଲି ହାଜର ହେବାକୁ ଇଡି କହିଥିଲା, କିନ୍ତୁ ସେ…