ଅନୁଭବଙ୍କ ଘର ଛାଡିବେ ବର୍ଷା
ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଏସଡିଜେଏମ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡିବା ପାଇଁ ଏସଡିଜେଏମ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ଷାଙ୍କ ରହିବା ପାଇଁ ଅନୁଭବ ମହାନ୍ତି ପ୍ରତି ମାସରେ 30 ହଜାର!-->…
