ବ୍ରଜରାଜନଗର ଉପନିର୍ବାଚନ: ୧୩ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ଆଗରେ
ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୩ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୩ ରାଉଣ୍ଡରେ ବିଜେଡି ୪, ୯୯୭ ଭୋଟ ପାଇଥିବା ବେଳେ କଂଗ୍ରେସ ୧୯୫୭ ଭୋଟ ପାଇଛି ଓ ବିଜେପି ୮୯୬ ଭୋଟ ପାଇଛି । ଏହାସହ କଂଗ୍ରେସ ଏବେ ବିଜେପିକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଛି ।
!-->!-->…
