ଆଜି ବିଶ୍ୱ ଦୂରସଂଚାର ଦିବସ,ଆସନ୍ତୁ ଜାଣିବା ମେ ୧୭ ପଛର ଇତିହାସ
୨୦୦୫ ପରେ ପ୍ରତିବର୍ଷ ମେ ମାସ ୧୭ ତାରିଖକୁ ବିଶ୍ବ ଦୂରସଂଚାର ଓ ସୂଚନା ସୋସାଇଟି ଦିବସ ଭାବେ ପାଳନ କରାଯାଇ ଆସୁଛି । କହିରଖଛୁକି ବିଶ୍ୱ ଦୂରସଂଚାର ଦିବସ ପ୍ରଥମ ଥର ୧୯୬୯ ମସିହାରେ ପାଳନ କରାଯାଇଥିଲା । ୧୮୬୫ ମସିହା ମେ ୧୭ ତାରିଖରେ ଅନ୍ତରାଷ୍ଟ୍ରୀୟ ଦୂରସଂଚାର ସଂଘର ସ୍ଥାପନା ହେବା ପରେ!-->…
