Odia News Portal

ଆଗାମୀ ୩ ଦିନ ଯାଏ ତାତି, ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ତତଲା ତାଓ୍ଵାରେ ସିଝୁଛି ଓଡ଼ିଶା। ଆଗାମୀ ୩ ଦିନ ଯାଏ ନିସ୍ତାର ନାହିଁ । ଆସନ୍ତା ୪୮ ଘଣ୍ଟା ପାଇଁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ଟିଟିଲାଗଡ଼ରେ

ରାଜ୍ୟରେ ପୁଣି ବଢିଲା ବସ୍‌ ଭଡା

ରାଜ୍ୟରେ ପୁଣି ବଢିଲା ବସ୍‌ ଭଡା । ଡିଜେଲ ଦର ଅହେତୁକ ବୃଦ୍ଧି ଫଳରେ ଭଡା ବଢାଇଛନ୍ତି ବସ୍‌ ମାଲିକ ସଂଘ । ସାଧାରଣ ବସ୍‌ ଭଡା କିଲୋମିଟର ୮୭ ରୁ ୯୦ ପଇସା ବୃଦ୍ଧି ଘଟିଛି । ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୯୧ ରୁ ୯୪ ପଇସା ବୃଦ୍ଧିପାଇଛି । ସେହିଭଳି ଡିଲକ୍ସ ବସ୍‌ କିମି ପିଛା ୧

ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି ଯେ, ବିକାଶ କାର୍ଯ୍ୟ ହେଉ କିନ୍ତୁ ଏହା ଆଇନ ପରିସର ମଧ୍ୟ ହେଉ । ଶହେ ମିଟର ପରିଧିରେ ଚାଲିଥିବା ଅବୈଧ ଖନନକୁ ବନ୍ଦ କରାଯାଉ ବୋଲି ସେ ଦାବି

ଶାଶୁ ବୋହୁଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର

ବଲାଙ୍ଗିରରେ ଡବଲ ମଡ଼ର୍ର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୂଆପଡା ରେ ଡବଲ ମର୍ଡର ହୋଇଛି । ଶାଶୁ ବୋହୁଙ୍କୁ ହତ୍ୟା କରି ଫେରାର ମାରିଲେ ଅଭିଯୁକ୍ତ । କିଏ ଓ କାହିଁକି ହତ୍ୟା କଲା କାରଣ ଖୋଜୁଛି ପୋଲିସ ।

ଆଜି ଭାରତ ଆସିବେ ରୁଷର ବିଦେଶ ମନ୍ତ୍ରୀ

ଆଜି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଲାଭରୋଭ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। କେବଳ ରୁଷ ବୈଦେଶିକ ମନ୍ତ୍ରୀ ନୁହଁନ୍ତି, ଆଜି ଭାରତ ଆସୁଛନ୍ତି ଆମେରିକା

ମାନସ ହତ୍ୟା: ସତ ମାନିଲା ରଞ୍ଜନ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ନେଇ କ୍ରାଇମବ୍ରାଞ୍ଚ ତରଫରୁ ବଡ ସୁଚନା ମିଳିଛି । ମାନସଙ୍କୁ ହତ୍ୟା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କହିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମାନସକୁ ଅପହରଣ କରିଥିବା ମାନିଛି ରଞ୍ଜନ । ଚଣ୍ଡିଖୋଲରୁ ୨ କିଲୋମିଟର ଦୂର

ପୁଣି ବଢିଲା ତୈଳ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ । ଗତ ୧୦ ଦିନରେ ନବମ ଥର ପାଇଁ ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ୍ ୮୦ ପଇସାରୁ ଅଧିକ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୧.୮୧ ଓ ଡିଜେଲ୍ ୯୩.୦୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୧୬.୭୨ ଓ ଡିଜେଲ୍ ୧୦୦.୯୪ ଟଙ୍କା,

ବିଧାନସଭା ଅଧିବେଶନର ଶେଷ ଦିନରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ

ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତକାଲି ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି କାମଚଳା ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି ଏହାକୁ ବିଧାନସଭାରେ ପାରିତ କରାଯିବ ।

ମାନସ ହତ୍ୟା ମାମଲା : ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନେବ ପୋଲିସ । ସେମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼ ବିଧିପାଟଣା

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ । ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଲାଭରୋଭ ଏବେ ଚୀନରେ ଅଛନ୍ତି । ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ