Odia News Portal

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ଗର୍ଜିଲେ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତଦୁଇ ଛାତ୍ରଛାତ୍ରୀ । ମାର୍ଚ୍ଚରେ ହେବାକୁ ଥିବା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଚଳିତ ଶିକ୍ଷା ବର୍ଷରେ ମାତ୍ର ୫ ମାସର ଅଫଲାଇନ ପାଠପଢାରେ ଗୋଟିଏ ତ୍ରୟମାସିକ ଟେଷ୍ଟ

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଲେ ପୁରୀ ଗଜପତି ମହାରାଜା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗଜପତି ମହାରାଜାଙ୍କ ସାକ୍ଷାତ ଆଲୋଚନା। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ଗଜପତିଙ୍କର ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଥିଲା। ଗଜପତି ମହାରାଜା

ଜବତ ହେଲା ୭ କୋଟିର ଜାଲ ନୋଟ

ମୁମ୍ବାଇ: ୭ କୋଟିର ଜାଲ୍ ନୋଟ ଜବତ । ନକଲି ୨ ହଜାର ଟଙ୍କିଆ ନୋଟ ସବୁ ଜବତ । ୫୦ ହଜାର କି ଲକ୍ଷେ ନୁହେଁ ଏକାବେଳେ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୭ ଜଣଙ୍କୁ ଜାନୁଆରୀ ୩୧ ପର୍ୟ୍ୟନ୍ତ

କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୋଲିସ

କଟକ ଲାଲବାଗ ଥାନା ଅଞ୍ଚଳରୁ ପୁଣି ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ୧୦୬ ଗ୍ରାମ୍ର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଅଭିମନ୍ୟୁ ପଣ୍ଡା ଓ ଜ୍ୟାକି । ଅଭିଯୁକ୍ତମାନଙ୍କ ଠାରୁ ୨ ଲକ୍ଷ ୮୦ ହଜାର

ଦେଶରେ ବଢୁଛି କରୋନା ସଂକ୍ରମଣ

ସାରା ଦେଶରେ କରୋନାର ଡର ।ଆଜି ଦେଶରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୯.୫୯

ଓଡିଶାରେ ୨୧ ଲକ୍ଷ ଲୋକ ନେଇନାହାଁନ୍ତି ଟିକା

ଓଡିଶାରେ ଜାରି ରହିଛି କରୋନା ଟିକାକରଣ । ଏବେ ସୁଦ୍ଧା ରାଜ୍ୟରେ ୫ କୋଟି ୬୨ ଲକ୍ଷ ଡୋଜ୍ ଦିଆସରିଛି । ପ୍ରଥମ ଡୋଜ୍ ଟିକା ୯୩.୫ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ୭୪ ପ୍ରତିଶତ ଲୋକ । ଏବେ ସୁଦ୍ଧା ରାଜ୍ୟରେ ୨୧ଲକ୍ଷ ଲୋକ ଟିକା ନେଇ ନଥିବା ପରିବାର

ଶସ୍ତା ହେବ କରୋନା ଟିକା

ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା ।ଆଣ୍ଟି-କୋଭିଡ୍ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପ୍ରତି ଡୋଜର ମୂଲ୍ୟ ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଅତିରିକ୍ତ ସେବା ଚାର୍ଜର ମୂଲ୍ୟ ୧୫୦ ଟଙ୍କା ଲାଗୁ ହେବ । ଉଭୟ ଟିକା ଖୁବ ଶୀଘ୍ର ଭାରତର ଔଷଧ ନିୟାମକଙ୍କଠାରୁ

ପୁରୀରେ ଫୁଟିଲା ବୋମା

ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ବୋମା ମାଡ। କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।

କୋକୋ ରହିବ ଜଙ୍ଗଲରେ

ଶେଷରେ ଜଙ୍ଗଲକୁ ଗଲା ଶୁଆ କୋକୋ। ଜଙ୍ଗଲରେ କୋକୋକୁ ଛାଡ଼ିଲା ବନବିଭାଗ। ଭୁବନେଶ୍ୱର ପାତ୍ରପଡ଼ା ନଲେଜ ସେଣ୍ଟରରେ ଶୁଆକୁ ଛାଡ଼ିଛି ବନବିଭାଗ। ଶୁଆକୁ କଟକ ତୁଳସୀପୁର ଅଞ୍ଚଳର ସସ୍ମିତା ବେହେରା ପୋଷିଥିଲେ। ପିଞ୍ଜରାରେ ନରଖି ଖୋଲାରେ ପାଳିଥିଲେ । କୋକୋକୁ ନିଜ ପିଲା ଭଳି ସ୍ନେହ କରୁଥିଲେ । ମୁକ୍ତ

କାଲିଠାରୁ ବଢିବ ଜାଡ,ଥରିବ ଓଡିଶା

କାଲିଠୁ ବଢିବ ଶୀତ ଶୀତ ଲହରୀ । ଥରିବ ଓଡ଼ିଶା । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ