କ୍ୟାମେରା ମ୍ୟାନ୍ ମାନସ ହତ୍ୟା ରହସ୍ୟ,ସାମ୍ୱାଦିକଙ୍କୁ ପୋଲିସର ଜେରା
ଭୁବନେଶ୍ୱର କ୍ୟାମେରା ମ୍ୟାନ୍ ମାନସ ହତ୍ୟାକାଣ୍ଡ ମାମଲାରୁ ଧୀରେ ଧୀରେ ଉଠିବାରେ ଲାଗିଛି ପରଦା । ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ୱେବ ପୋର୍ଟାଲର ଚାନ୍ଦବାଲି ସାମ୍ବାଦିକ ଶରତ ପଣ୍ଡାଙ୍କୁ ପଚରା ଉଚରା କରାଯାଇଛି । ଜଣାପଡିଛି ଯେ, ଘଟଣା ଦିନ ଅପହରଣ ସମୟରେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଶରତ!-->…
