Odia News Portal

ରଙ୍ଗର ପର୍ବରେ ‘ରଙ୍ଗିଲା’

ଓଟିଟି ପ୍ଲାଟ୍ଫର୍ମର କଞ୍ଚାଲଙ୍କାରେ ନୂତନ ସୋ ‘ରଙ୍ଗିଲା । ଏହି ସୋ ଟି ମାର୍ଚ୍ଚ ୧୮ ତାରିଖରୁ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ପ୍ରସାରଣ ହେବ। ହୋଲି ଉତ୍ସବରେ ଆୟୋଜିତ ଏହି କାହାଣୀରେ ହୋଲିର ରଙ୍ଗ ଭିତରେ ବିଭିନ୍ନ ପ୍ରକାରର ରଙ୍ଗର ଭାବପ୍ରବଣତା ଓ ଅଭିନୟ ଦେଖିବାକୁ ମିଳିବ। ଏହିପରି

ଦିନ ୧୧ ଟା ରୁ ୩ ଟା ଗଡିବନି ବସ୍

ହିଟଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗର ମାର୍ଗଦର୍ଶିକା । ଦିନ ୧୧ଟାରୁ ୩ଟା ଯାଏ ଗଡ଼ିବନି ବସ୍ । ବସରେ ରହିବ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ । ବସଷ୍ଟପରେ ରହିବ ବିଶ୍ରାମଗାର, ଖୋଲିବ ଜଳଛତ୍ର । ବସରେ ଗହଳିକୁ ବାରଣ କରାଯାଇଛି । ଜାତୀୟ ରାଜପଥରେ ଖୋଲିବ ଓ୍ୱାଟର କିସ୍କକୋ । ପରିବହନ

ଆସିଲା ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ

ମାଟ୍ରିକ ପରୀକ୍ଷା ପାଇଁ କାର୍ୟ୍ୟସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । ୨୯ ଅପ୍ରେଲରୁ ୭ ମେ ଯାଏଁ ପରୀକ୍ଷା କରାଯିବ । ପ୍ରତି ବିଷୟରେ ୩୦ ମାର୍କ ସବଜେକଟିଭ୍ ଏବଂ ୫୦ ମାର୍କ ଅବଜେକଟିଭ୍ ରହିବ । ମୋଟ ୮୦ ନମ୍ବରର ପରୀକ୍ଷା ପାଇଁ ସମୟ ଅବଧି ଦୁଇଘଣ୍ଟା ରହିବ । କେବଳ ଗଣିତ ପାଇଁ ୨

ପତ୍ନୀ ମହିଳା ନୁହଁନ୍ତି,ସୁପ୍ରିମକୋର୍ଟରେ ସ୍ୱାମୀ

ବାହାଘର ପରେ ପତ୍ନୀଙ୍କ ସହ ମିଶିବା ପାଇଁ ସ୍ବାମୀ ଚାହୁଁଥିଲେ । କିନ୍ତୁ ବାହାନା ଦେଖାଇ ସ୍ତ୍ରୀ ଆଡଛଡା ହେଉଥିଲେ । ପିରିଅଡ୍ସ ହୋଇଛି କହି ସ୍ବାମୀଙ୍କ ସହ ଯୌନ ସଂପର୍କ ରଖିବାକୁ ମନା କରିଦେଇଥିଲେ । ଏମିତିକି କିଛିଦିନ ପାଇଁ ପତ୍ନୀ ବାପଘରକୁ ପଳାଇଲେ । ବାପଘରୁ ଫେରିଲା ପରେ ବି ସ୍ବାମୀଙ୍କ

ବିଜେଡିର ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା : ସୁପ୍ରିମୋ ନବୀନଙ୍କୁ ଶ୍ରେୟ ଦେଲା ଦଳ

ପଞ୍ଚାୟତ ନିର୍ବାଚନରେ ବିଜେଡିର ମହିଳା ପ୍ରାର୍ଥୀଙ୍କ ସଫଳତା । ୭୦ ପ୍ରତିଶତ ମହିଳା ପ୍ରାର୍ଥୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଆସନ ବିଜେଡି ଜିତିଛି । ଏହା BJD ର ଏକ ଐତିହାସିକ ବିଜୟ । ଏହାକୁ ହିଁ ପରିବର୍ତ୍ତନ

ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ

ନାଇଜର କ୍ୟାମ୍ପସରେ ଅଭାବନୀୟ ଘଟଣା । ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଛତିଶଗଡର ପୂଜା ଜେଠୱାନୀ । ଫିଜିକ୍ସ ବିଭାଗର ପିଏଚଡି ଛାତ୍ରୀ ଥିଲେ ପୂଜା । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ଜଟଣୀ ପୋଲିସ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା

ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ମଡାଇଦେବା ଘଟଣାର ପ୍ରଦିବାଦ କରି ଆଜି ସାରା ରାଜ୍ୟରେ ସତ୍ୟାଗ୍ରହ କରିବ ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଚରଣ ନିନ୍ଦନୀୟ । ତାଙ୍କର ଏ ଅମାନୁଷିକ କାଣ୍ଡର

ପୁଅ, ଝିଅଙ୍କ ସହ ମାଆଙ୍କ ଇସ୍ତଫାକୁ ଗ୍ରହଣ କଲାନି ଦଳ

ଯେତେ ଯାହା କଲେ ବି କଂଗ୍ରେସର କିଛି ପରିବର୍ତ୍ତନ ହେଉନି । ବରଂ ପ୍ରତିଥର ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପୁରୁଖା ନେତାଙ୍କ ଚିନ୍ତା ବଢାଇ ଦେଇଛି । ନିକଟରେ ଶେଷ ହୋଇଥିବା ପା଼ଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ କେହି ହଜମ କରିପାରୁନାହାଁନ୍ତି

ମାର୍ଚ୍ଚ ୧୬ରୁ ୧୨-୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା

ଦେଶରେ ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମାର୍ଚ୍ଚ ୧୬ରୁ ଟିକା ଦିଆଯିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ବାୟୋଲୋଜିକାଲ- ଇ କମ୍ପାନୀର ‘କୋର୍ବୋଭାକ୍ସ’ ଟିକା ଦିଆଯିବ

ନାଟୋକୁ ଜେଲେନସ୍କିଙ୍କ ଚେତାବନୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ସୋମବାର ସକାଳେ ଚେତାବନୀ ଦେଇଛନ୍ତି। ସେ ନାଟୋ ଦେଶମାନଙ୍କୁ ଚେତାବନୀ ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ ଯଦି ନାଟୋ ଠିକ୍ ସମୟରେ ପଦକ୍ଷେପ ନ ନିଏ,