Odia News Portal

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକସୋ ଆଡହକ ଫାଷ୍ଟଟ୍ରାକ କୋର୍ଟ। ୨୦୧୮ ଅଗଷ୍ଟ ୧୨ ତାରିଖରେ ଜଗତପୁର ନିମପୁରରେ ଘଟିଥିଲା

ସିବିଏସଇ ଟର୍ମ 2 ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ସିବିଏସଇ ଟର୍ମ 2 ପରୀକ୍ଷା ଏପ୍ରିଲ 26ରୁ ଆରମ୍ଭ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଦିନ ସାଢେ 10ଟାରୁ ପରୀକ୍ଷା ଆରମ୍ଭ କରାଯିବ ଏବଂ ପ୍ରତି ପରୀକ୍ଷା ମଧ୍ୟରେ ଅଧିକ ବ୍ୟବଧାନ ରଖାଯାଇଛି । ଦୀର୍ଘଦିନ ଧରି ସ୍କୁଲ ବନ୍ଦ

ୟୁକ୍ରେନର ସୁମିରୁ ଉଦ୍ଧାର ଭାରତୀୟ ଛାତ୍ରଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ପହଞ୍ଚିଲା

ଉତ୍ତର-ପୂର୍ବ ୟୁକ୍ରେନର ସୁମି ସହରରେ ଭାରତୀୟଙ୍କୁ ନେଇ ଏକ ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସକାଳେ ପୋଲାଣ୍ଡର ରଜୋଜୋରୁ ଦିଲ୍ଲୀରେ ପହଞ୍ଚିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏୟାର ଇଣ୍ଡିଆର ବିମାନ ଗୁରୁବାର ରାତି ପ୍ରାୟ ୧୧:୩୦ ରେଜୋରୁ ବିମାନ ଉଡ଼ାଣ କରି

ଠକ ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଠକ ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ। ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ। ଏନେଇ ରମେଶ ସ୍ୱାଇଁ ସହମତି ପ୍ରକାଶ କରିଛି। ପିଙ୍କ୍ ଟିମ୍ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା । ଆସନ୍ତା ସପ୍ତାହରେ ରମେଶର ଷ୍ଟେଟ୍ ଫୋରେନସିକ୍ ଲ୍ୟାବରେ ହେବ ପଲିଗ୍ରାଫ ଟେଷ୍ଟ। ରମେଶ ରିମାଣ୍ଡ

କିଭରେ ଆହୁରି ଭୟଙ୍କର ହୋଇପାରେ ସ୍ଥିତି

ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ହେବ ଯୁଦ୍ଧ ଚାଲିଛି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ରୁଷ ସୈନ୍ୟ ସାଦା ପୋଷାକରେ କିଭ୍‌ ଅଭିମୁଖେ ବଢ଼ୁଥିବା ଦେଖାଯାଉଛି। ସେପଟେ ଗୋଟିଏ ସ୍ଥାନରେ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖିବାକୁ ମିଳୁଛି। ତେବେ ମିଡିଆ

ଭିନ୍ନ କାହାଣୀକୁ ନେଇ ନୂଆ ଧାରାବାହିକରେ ଆସୁଛନ୍ତି ଅନୁ

ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ପରିଚିତ ନାମ ଅନୁ ଚୌଧୁରୀ । ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ । ଦୀର୍ଘ ୨ ଦଶନ୍ଧି ଧରି ୬୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ । ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ହାଇସ୍କୁଲ ସାର୍ଟିଫିକେଟ , ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବ । ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ

ଆଜି ନିର୍ବାଚିତ ହେବେ ନାଏବ ସରପଞ୍ଚ

ଆଜିଠୁ ପଞ୍ଚାୟତ ବ୍ୟବସ୍ଥାର ପରୋକ୍ଷ ନିର୍ବାଚନ । ଆଜି ନାଏବ ସରପଞ୍ଚ ପାଇଁ ହେବ ଭୋଟିଂ । ଭୋଟ ଦେଇ ନାଏବ ସରପଞ୍ଚଙ୍କୁ ବାଛିବେ ଓ୍ୱାର୍ଡ ମେମ୍ବର । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ ।

ଋଷ-ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା, ହୋଇପାରେ ଯୁଦ୍ଧ ବିରତି

ହେବ କି ଯୁଦ୍ଧ ବିରତି ? ଋଷ-ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା । ତୁର୍କୀର ଆଣ୍ଟାଲ୍ୟାରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦାଇମେତ୍ରୋ କୁଲେବା ଓ ଋଷ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭାରୋଭଙ୍କ ମଧ୍ୟରେ ଆଲୋଚନା ହୋଇଛି । ତୁର୍କୀ ମଧ୍ୟସ୍ଥତାରେ ୟୁକ୍ରେନ ଓ ଋଷ ମଧ୍ୟରେ ଶାନ୍ତି

ଯୋଗାଭ୍ୟାସ ଦ୍ୱାରା ଦୂରହେବ କିଡନୀ ସମସ୍ୟା

ଭୁବନେଶ୍ୱର: କିଡନୀ ଜନିତ ରୋଗ ବର୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି । ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।