Odia News Portal

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ,ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନ ଭିତରେ ପଶିଛନ୍ତି । ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଚିଥିବା

ଗୀତରେ ଗୀତରେ “ନାରୀ”

ପୃଥିବୀ ଗୋଟେ ବନ୍ଧନ । ଏଠି ଗଛ ମାଟିରେ ବନ୍ଧା, ଚଢେଇ ବି ଆକାଶରେ, ମାଛ ପାଣିରେ ଆଉ ମୁଁ ନାରୀ ସଂସାରରେ । ନାରୀର ଏଇ ସଂସାରର ଯାତ୍ରା - କିଶୋର ରୁ ଯୌବନ, ଆଉ ଯୌବନରୁ ପରିପକ୍ଵ ବୟସ ଯାଏ ଏହି ଗୀତରେ ଉପସ୍ଥାପନା କରାଯାଇଛି । ନୂଆ ମଣିଷକୁ ସଂସାରକୁ ଆଣେ ନାରୀ । ଜୀବନକୁ ପ୍ରତି

ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସାରା ରାଜ୍ୟରେ ପାଳିତ ହେଉଛି ମହିଳା ଦିବସ । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ପାଳିତ ହେଉଛି ମହିଳା ଦିବସ । ଏବଂ ମହିଳା ମାନଙ୍କ ଭୂମିକାକୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଥିଲେ । ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଛି

ୟୁକ୍ରେନରେ ବଢ଼ିଲା ସ୍ୱାସ୍ଥ୍ୟ ସଙ୍କଟ,ହସ୍ପିଟାଲରେ ନାହାନ୍ତି ଡାକ୍ତର

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦେଶର ଅନେକ ବଡ଼ ସହରକୁ ଧ୍ୱଂସ କରି ଦେଇଛି। ଯେତେବେଳେ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରୁଥିଲା, ସେହି ସମୟରେ ଜଣେ ମହିଳା ନିଜ ୧୭ ବର୍ଷୀୟା ଝିଅକୁ ଧରି ହସ୍ପିଟାଲ ଯାଉଥିଲେ। ତାଙ୍କ ଝିଅକୁ ବୋନ୍ କ୍ୟାନ୍ସର ଥିବା ବେଳେ ସେହି ଦିନ ତାଙ୍କର ଏକ ଜରୁରୀ ଅପରେସନ

ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର

ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର। ତ୍ୱରିତ ଭାବେ ଏହାର ନିର୍ମାଣ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୪ ଜାନୁଆରୀ ସୁଦ୍ଧା ଅନ୍ତଃରାଜ୍ୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ। ମାଲକାନଗିରି ଜିଲ୍ଲା ରାଜ୍ୟ

ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା

ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା। ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା। କେତେବେଳେ ଅସୁସ୍ଥତାର ବାହାନା କରି ସାଲାଇନ ଲଗାଇ ଫଟୋ ଉଠାଇ ମହିଳାଙ୍କୁ ପଠାଉଥିଲା ତ ଆଉ କେତେବେଳେ କାନ୍ଦିବାର ଭିଡିଓ ପଠାଉଥିଲା। ଆଉ ଏକ ଭିଡିଓରେ ରଥଯାତ୍ରା ବେଳେ ରଥ

ଆନ୍ତର୍ଜାତିକ ମହିଳା ଦିବସ: ସୋଆରେ ସ୍ୱତନ୍ତ୍ର ଉତ୍ସବ ପାଳିତ

ଶିକ୍ଷା ଓ ଅନୁସନ୍ଧାନ(ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା ଉପାସନା ନାୟକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ମହିଳା ଦିବସର

ମାର୍ଚ୍ଚ ୨୫ ରୁ ୩୧ଯାଏଁ ବଜେଟ ଅଧିବେଶନ

ମାର୍ଚ୍ଚ ୨୫ ରୁ ୩୧ ବସିବ ବିଧାନସଭାର ବଜେଟ ଅଧିବେଶନ। ମାର୍ଚ୍ଚ ୨୫ରେ ରାଜ୍ୟପାଳ ଅଭିଭାଷଣ ରଖିବେ। ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମାର୍ଚ୍ଚ ୩୧ ତାରିଖରେ ବେୟ ମଞ୍ଜୁରୀ ବିଲ୍ ପରିତ ହେବ।

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ୨୦ଫୁଟ ଓସାର ଓ ୮ ଫୁଟ ଉଚ୍ଚତାର ବାଲୁକା କଳା

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ । ମହିଳା ଦିବସ ପାଳନ କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି

ୟୁକ୍ରେନ୍‌କୁ ଫାଇଟର ବିମାନ ପଠାଇବା ଲାଗି ନାଟୋକୁ ମଞ୍ଜୁରୀ ଦେଲା ଆମେରିକା

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଆଲୋଚନା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଇତି ମଧ୍ୟରେ ୩ ଥର କଥାବାର୍ତ୍ତା ହୋଇସାରିଲାଣି। କିନ୍ତୁ ଏବେ ଯାଏଁ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଅନ୍ୟପଟେ ରୁଷ ଧମକ ଦେଇଥିଲା ଯେ ଯଦି କେହି ୟୁକ୍ରେନ୍‌ର ସାହାଯ୍ୟ କରିବ