Odia News Portal

୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ମେୟର ପ୍ରାର୍ଥୀ । କଟକ ପାଇଁ ସାଂସଦ ସୁବାସ ସିଂ ହେଲେ ମେୟର ପ୍ରାର୍ଥୀ । ସଂଘ୍ରମିତ୍ରା ଦଳେଇ ହେଲେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ।

ଆଜି ଘୋଷଣା ହୋଇପାରେ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା

ପୌର ପାଇଁ ସରଗରମ ରାଜନୀତି । ନାମାଙ୍କନ ପାଇଁ ଆଜିକୁ ମିଶାଇ ହାତରେ ରହିଛି ଆଉ ମାତ୍ର ତିନି ଦିନ । ୭ ତାରିଖରେ ସରବି ନାମାଙ୍କନ ପତ୍ର ଦାଖଲ । ସବୁ ରାଜନୈତିକ ଦଳ ଚୂଡାନ୍ତ ତାଲିକା ପ୍ରକାଶ କରିନଥିବା ବେଳେ କିଏ ଟିକେଟ୍ ପାଇବ ତାକୁ ନେଇ ସପେନ୍ସ ବଢିବାରେ ଲାଗିଛି । ଟେନସନରେ ଅଛନ୍ତି

ଏକ୍ସପ୍ରେସ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଟ୍ରେନର ଇଞ୍ଜିନ ଏବଂ ବଗି ପୋଡିଜଳି ପାଉଁଶ ହୋଇଯାଇଛି। ମେରୁଠର ଦୌରାଲା ଷ୍ଟେସନରେ ଘଟିଛି ଏହି ଅଗ୍ନିକାଣ୍ଡ । ଟ୍ରେନର ବ୍ରେକ୍ ଜାମ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ନିରାଡମ୍ବରରେ ପାଳନ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ବିଜେଡି

ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଉଦ୍ଧାର ହେଲା ୧୨ ଫୁଟିଆ ଥଣ୍ଟିଆ କୁମ୍ଭୀର

ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଧରା ହେଲା ଥଣ୍ଟିଆ କୁମ୍ଭୀର । କେନାଲରେ ଆତଙ୍କ କରୁଥିବା ଏକ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ବନ ବିଭାଗ ଜାଲରେ ପକାଇ ଉଦ୍ଧାର କରିଛି । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ

ଓଡିଶା ଫେରିଛନ୍ତି ଆଉ ୬୫ ଛାତ୍ରଛାତ୍ରୀ

ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି । ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ

ପାକିସ୍ତାନରେ ବିସ୍ଫୋରଣ,୩୦ ମୃତ

ପାକିସ୍ତାନର ଏକ ମସଜିଦ୍‌ରେ ଆତଙ୍କବାଦୀଙ୍କ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ୫୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ପେସୱାରର ଏକ ମସଜିଦରେ ନମାଜ ପାଠ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଛି ।ପେସୱାରର ପୋଲିସଙ୍କ କହିବାନୁସାରେ, ଦୁଇ ଜଣ

ପୁଣି ରିମାଣ୍ଡରେ ଗଲା ନକଲି ଡାକ୍ତର ରମେଶ ସ୍ୱାଇଁ

ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ପୁଣି ଥରେ ୫ ଦିନିଆ ପୋଲିସ ରିମାଣ୍ଡରେ ଯାଇଛି । ଝାରପଡା ଜେଲରୁ ରମେଶକୁ ରିମାଣ୍ଡରେ ନେଇଛି ମହିଳା ଥାନା ପୋଲିସ । ରିମାଣ୍ଡ ପାଇଁ ଅନୁମତି ଦେଲେ ଏସଡିଜେଏମ କୋର୍ଟ । ତେବେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ୫ ଦିନ ପାଇଁ ରିମାଣ୍ଡ

ଚିଲିକାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଣ ବିରାଡ଼ି ଗଣତି

ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ଗଣତି ଚାଲିଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡ଼ି ଦେଖିବାକୁ ମିଳିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ

ଘୋଷଣା ହୋଇପାରେ ବିଜେଡିର ମେୟର ପ୍ରାର୍ଥୀ ତାଲିକା

ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି ବିଜେଡ଼ି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏ ନେଇ ସୂଚନା