Odia News Portal

ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା

ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା । ହାଇୱା ଚାଳକଙ୍କର ବେପୁରୁଆ ଗାଡି ଚାଳନା ହେଲା କାଳ । ଭୁବନେଶ୍ୱର ପଳାଶୁଣି ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଆଗ ପଛ ହୋଇ ରହିଥିଲା କାର୍ । ପଛପଟୁ ଆସୁଥିବା ଦ୍ରୁତଗାମୀ ହାଇୱା ପ୍ରଥମେ ଏକ କାରକୁ ଧକ୍କା ଦେଲା । କାରଟି

ୟୁକ୍ରେନରେ ଏପର୍ଯ୍ୟନ୍ତ ୧୪୧୭ ଲୋକଙ୍କ ମୃତ୍ୟୁ, ୨୦୦୦ରୁ ଊର୍ଦ୍ଧ୍ବ ଆହତ

ରୁଷୋ-ୟୁକ୍ରେନ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ତିକ୍ତତା କମିବାର କୌଣସି ଆଭାସ ମିଳୁନାହିଁ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଶହ ଶହ ସୈନିକ ଏବଂ ନିରୀହ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ମିଳିତ ଜାତିସଂଘର ମାନବାଧିକାର ଏଜେନ୍ସି ଅନୁଯାୟୀ ବର୍ତ୍ତମାନ

ଶର୍ମିଷ୍ଠା ଓ ଝୁନା ରାଉତଙ୍କୁ ଆଜିଠୁ ପୁଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ଥରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଆଜିଠୁ ପୁଣି ଏମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ ।

ହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୁନସୁନିଆ ମହାମାୟା ଛାତ୍ରାବାସରେ ଅଘଟଣ ଘଟିଛି । ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଲେ ବରଗଡ ଜିଲ୍ଲା ବରିକେଲ ଗାଁର ଶ୍ରୀଧର ପଣ୍ଡା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା: ପ୍ରାଥମିକ ପର୍ଯ୍ୟାୟରେ ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କ ଦ୍ୱାରା ଆରମ୍ଭ ହୋଇଛି ତଦନ୍ତ । ପ୍ରାଥମିକ ପର୍ଯ୍ୟାୟରେ ରୋଷଘର ସହ ସଂପୃକ୍ତ ଥିବା ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା କରାଯାଇଛି । ବିଶେଷ କରି ରୋଷ

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ଚୁଲି । ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ୨ କୋଠଭୋଗ ପ୍ରସ୍ତୁତ କରାଯାଉଥିବା ଚୁଲି ଭାଙ୍ଗିବା ସହ ଅନ୍ୟ ଚୁଲି ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି । ଥାଳି ସୁଆର ଓ ତୁଣୁ ସୁଆରଙ୍କର ୨ଟି ଚୁଲି ମଧ୍ୟ

ଭାଣିଜୀକୁ ଅସଦାଚରଣ କରି ଜେଲ ଗଲେ ମାମୁଁ

ଭାଣିଜୀକୁ ଅସଦାଚରଣ କରିବା ଅଭିଯୋଗରେ ମାମୁଙ୍କୁୁ ଶୁକ୍ରବାର ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାମୁ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନ ଉମାଗଡ ଗ୍ରାମର ଆଶୀଷ କୁମାର କଅଁର(୨୯) । କୋର୍ଟରେ ଆଶିଷଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ

ଦିଲ୍ଲୀରେ ପୁଣି ଶସ୍ତା ହେଲା ମଦ

ଫେବୃଆରୀରେ ଘରୋଇ ମଦ ଦୋକାନକୁ କିଛି ମାତ୍ରାରେ ଛାଡ ଦିଆଯାଉଥିଲା। ଏହି କାରଣରୁ, ଅନେକ ଅଞ୍ଚଳରେ ଦୋକାନ ବାହାରେ ବହୁ ସଂଖ୍ୟାରେ ଭିଡ଼ ମଧ୍ୟ ଲାଗିଲା। ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଦ ବୋତଲରେ ଦିଆଯାଇଥିବା ରିହାତି ଏବଂ ବିକ୍ରୟ କରିବାର ପ୍ଲାନିଂ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ବିଶ୍ବ ଓଡ଼ିଶାର ଅଷ୍ଟମ ପ୍ରତିଷ୍ଠା ଦିବସ ସମାରୋହ

ବିଶ୍ୱବ୍ୟାପୀ ଓଡିଆ ଜାତୀୟତା ଜାଗରଣ ଅଭିଯାନ ଅନୁଷ୍ଠିତ । ଆଜି ବିଶ୍ବ ଓଡ଼ିଶାର ଅଷ୍ଟମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ୟ୍ୟ ନାରାୟଣ ପାତ୍ର ବିଶ୍ବ ଓଡ଼ିଶା ପ୍ରତିଷ୍ଠା ଦିବସକୁ ଉଦଘାଟନ କରିଛନ୍ତି । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ,ବିରୋଧ ପରେ ସ୍ପଷ୍ଟିକରଣ ଦେଲେ ପୁରୀ ସାଂସଦ

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ନେଇ ସମାଲୋଚନା ସମ୍ପର୍କରେ ସ୍ପଷ୍ଟୀକରଣ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ନେଇ ସଂସଦରେ ଭୁଲ ତଥ୍ୟ ଦେବା ନେଇ ବିରୋଧୀ ତାଙ୍କୁ ଘେରି ଥିବା ବେଳେ ବିଭିନ୍ନ ସଂଗଠନ