ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା : ୪ ଜେଟିପିଙ୍କୁ ନୋଟିସ, ଅନ୍ୟ ୨ଜଣଙ୍କୁ ପଚରାଉଚରା
ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା । ସୁରକ୍ଷାରେ ନିୟୋଜିତ ଜେଟିପି(ଜଗନ୍ନାଥ ଟେମ୍ପଲ ପୋଲିସ)ଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣାରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।ସେପଟେ ଅନ୍ୟ ୨ ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ!-->…
