ରାଜ୍ୟରେ ୧୦ ହଜାର ତଳେ କରୋନା କେସ
ରାଜ୍ୟରେ ଲଗାତର ୧୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୨୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୧.୭୬ ପ୍ରତିଶତ । ଆଜି ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୧୭ଶହ ୫, ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ସଂକ୍ରମିତ!-->…
