ରାଜଧାନୀରେ ଚାଞ୍ଚଲ୍ୟ
ରାଜଧାନୀ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଚାଞ୍ଚଲ୍ୟ । ବିବାହକୁ ମାତ୍ର ୨ ମାସ ହୋଇଥିଲା । ଚାକିରୀ ପାଇଁ ହଷ୍ଟେଲରେ ରହୁଥିଲେ ଶାଳୀ ସରସ୍ୱତୀ ସେଠୀ । କିନ୍ତୁ ଭିଣୋଇର କଟୁରୀ ଚୋଟରେ ଚାଲିଯାଇଛି ଜୀବନ । ଭଉଣୀ-ଭିଣୋଇଙ୍କ ପାରିବାରିକ କଳହରେ ଭିଣୋଇର ଆକ୍ରୋଶର ଶିକାର ହୋଇଗଲେ ଶାଳୀ!-->…
