ମାନସ ହତ୍ୟା ମାମଲା : ସମ୍ପୂର୍ଣ୍ଣା ଓ୍ବେବ ପୋର୍ଟାଲ ଅଫିସ୍ ସିଲ କଲା କ୍ରାଇମବ୍ରାଞ୍ଚ
ମାନସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧୀ ଶେଷ ହୋଇଛି। ସେଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଜୋରଦାର କରିଛି ତନାଘନା। ଘଟଣାର ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଶର୍ମିଷ୍ଠାଙ୍କ ଭୁବନେଶ୍ବର ସ୍ଥିତ ସମ୍ପୂର୍ଣ୍ଣା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି!-->…
