Odia News Portal

ଋଷ-ୟୁକ୍ରେନ୍ ଯୁଦ୍ଧ: ୩୫୨ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ,୧୬୮୪ ଆହତ

ଋଷର ଏକଛତ୍ରବାଦୀ ଶାସକ ବ୍ଲାଦିମୀର ପୁଟିନ ୟୁକ୍ରେନ୍‌ ଦଖଲ କରିବା ଆଶାରେ ୟୁକ୍ରେନ୍ ଉପରେ ଦୁର୍ବାର ଆକ୍ରମଣ ଜାରି ରଖିଛନ୍ତି। ୟୁକ୍ରେନବାସୀଙ୍କ ବିକଳକାନ୍ଦ କ୍ଷମତାନ୍ଧ ପୁଟିନ କାନରେ ପଡ଼ୁ ନାହିଁ। ତଥାପି ହାରିଯାଇ ନାହିଁ ୟୁକ୍ରେନ୍। ମରିବ ପଛେ ଜନ୍ମମାଟି ଉପରେ କାହାର ଦଖଲ ହେବାକୁ

ୟୁକ୍ରେନ୍‌ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନ୍‌ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଅନଲାଇନରେ ଆଲୋଚନା କରି ଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ସମସ୍ତେ ନିରାପଦରେ

ବିଜେଡିରେ ଯୋଗଦେଲେ ଅନୁଗୁଳ ମ୍ୟୁନିସିପାଲଟି ପୂର୍ବତନ ଅଧ୍ୟକ୍ଷ

ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା

ଆଜି ବେଲାରୁସ ବୈଠକ

ଆଜି ବେଲାରୁସରେ ହେବ ବୈଠକ । ଋଷ୍ ଓ ୟୁକ୍ରେନ ପ୍ରତିନିଧି ଦଳ କରିବେ ଆଲୋଚନା ।ତୁରନ୍ତ ଯୁଦ୍ଧ ବିରତି ଏବଂ ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର ଆଲୋଚନାର ମୁଖ୍ୟ ପ୍ରସଙ୍ଗ – ୟୁକ୍ରେନଆମେ ୟୁକ୍ରେନ ସହ ଚୁକ୍ତିନାମା କରିବାକୁ ଚାହୁଁଛୁ – ଋଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ ।ଋଷ୍ ସହ ଯୁଦ୍ଧ

୬୨୦ ଜିଲ୍ଲା ପରିଷଦରୁ ୫୫୪ରେ ଆଗୁଆ ବିଜେଡି

ପଞ୍ଚାୟତ ଭୋଟ୍‌ରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ଲେଖିବାକୁ ଯାଉଛି ଶାସକ ଦଳ । ଆଜି ଭୋଟ୍‌ ଗଣତିର ଦ୍ୱିତୀୟ ଦିନ । ୮୫୩ ଜିଲ୍ଲା ପରିଷଦ ଜୋନରୁ ୬୨୦ରେ ଗଣତି ଚାଲିଛି କିମ୍ବା ସରିଗଲାଣି । ସେଥିରୁ ୫୫୪ଟିରେ (୮୯%) ବିଜେଡି ଆଗୁଆ ରହିଛି । କଂଗ୍ରେସ ୨୯ଟିରେ ବିଜୟ ଲାଭ

ରୁଷ ମାଟିରେ ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ଘୋଷଣା କଲା FIFA

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଖେଳ ଜଗତ ଉପରେ ମଧ୍ୟ ପଡ଼ୁଥିବାର ଦେଖିବାକୁ ମିଳିଛି। କିଛି ଦେଶ ନିଜ ଟିମ୍‌କୁ ରୁଷରେ କିମ୍ବା ତା’ ବିରୋଧରେ ଖେଳିବାକୁ ମନା କରି ଦେଇଛନ୍ତି। କିନ୍ତୁ ଏବେ ଫୁଟବଲ ଓ୍ଵାର୍ଲକପ୍‌କୁ ନେଇ ମଧ୍ୟ ରୁଷକୁ ବଡ଼ ଝଟ୍‌କା ଲାଗିଛି। ଫିଫା

ପୌର ନିର୍ବାଚନ ନେଇ ବିଜ୍ଞପ୍ତି ଜାରି କଲା ବିଏମ୍‌ସି: ମାର୍ଚ୍ଚ ୨୪ରେ ନିର୍ବାଚନ, ୨୬ରେ ଫଳାଫଳ

ପୌର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାର୍ଡ ୱାରି ଜାରି ହେଲା ବିଜ୍ଞପ୍ତି। ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ। ମାର୍ଚ୍ଚ ୨ତାରିଖରୁ

ଆଜିଠୁ ଖୋଲିଲା ସ୍କୁଲ୍ : ପ୍ରଥମ ସାତଦିନ ପଢା ନୁହେଁ, ଆକ୍ଟିଭିଟି ଚାଲିବ

ଦ୍ୱିତୀୟ ଦିନ ଗଣତିର ୨୭୦ ଆସନ ମଧ୍ୟରୁ ବିଜେଡି ୨୩୭, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ।ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି। ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ

ୟୁକ୍ରେନର ଦ୍ୱିତୀୟ ସହର ଖାରକିଭରେ ପଶିଲା ରୁଷିଆ ସେନା

ଚତୁର୍ଥ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷର ହମଲା ଏବେ ବେକାବୁ ହେବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିବରେ ଭୟର ବାତାବରଣ ଖେଳିଯାଇଛି । ଏଠାରେ କ୍ରମାଗତ ଭାବେ ସାଇରନ୍ ବାଜୁଛି । ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରି ଦେଇଥିବା କଥା ଆଜି ୟୁକ୍ରେନର ରାଷ୍ଟ୍ରପତି

ପ୍ରଥମ ଦିନର ଗଣତିରେ ମୋଟ ୩୧୫ଆସନରୁ ୨୮୨ ଆସନରେ ବିଜେଡିର ବାଜିମାତ୍

ରାଜ୍ୟରେ ଆଜି ଦ୍ୱିତୀୟ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଜାରି ରହିଛି । ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟଗଣତି କରାଯାଇଥିଲା । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ