Odia News Portal

1.10 ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ

2022-23 ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର 9 ରୁ ସାଢେ 9 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ଅଧିକ ଆକଳନ କରାଯାଇଛି । ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରି ଅର୍ଥମନ୍ତ୍ରୀ

ମିକାଙ୍କ ସ୍ୱୟଂବର

ସଂଙ୍ଗୀତ ଦୁନିଆର ପରିଚିତ ଚେହେରା ମିକା ସିଂ ହାତକୁ ଦିହାତ ହେବାକୁ ଯାଉଛନ୍ତି । ସଂଙ୍ଗୀତ ପ୍ରେମୀଙ୍କୁ ଶେଷ ଦୁଇ ଦଶନ୍ଧି ଧରି ଚାର୍ଟବଷ୍ଟରରେ ସୁନ୍ଦର ସୁନ୍ଦର ଗୀତ ଶୁଣାଇଥିବା ମିକା ସର୍ବଦା ବାହାଘର ଠାରୁ ଦୂରେଇ ରହୁଥିଲେ । ସାୱନ ମେ ଲଗ ଗଇ ଆଗ୍ ନାମକ ଏକ ଟିଭି ଶୋର ସ୍ୱୟଂବର ମିକା ଦି

ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ୍; ଘୋଷଣା କଲା ବିଦ୍ୟୁତ ବିଭାଗ

ଶ୍ରୀଲଙ୍କାରେ ଦୈନିକ ୧୦ ଘଣ୍ଟା ବିଦ୍ୟୁତ କାଟ । ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ ହେବା ନେଇ ଘୋଷଣା କରିଛି ବିଦ୍ୟୁତ ବିଭାଗ। ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୈନିକ ୭ ଘଣ୍ଟା ପାଇଁ ବିଦ୍ୟୁତ କାଟ କରିବାକୁ ଘୋଷଣା କରିଥିଲା ଶ୍ରୀଲଙ୍କା ସରକାର। ଏବେ ଏହା ଦୈନିକ ୧୦ ଘଣ୍ଟାକୁ

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବଢିଲା

କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ । ପେନସନଭୋଗୀଙ୍କ ଡିଆର ମଧ୍ୟ ୩ ପ୍ରତିଶତ ବୃଦ୍ଧି କଲେ ସରକାର । ବର୍ଦ୍ଧିତ ୩ ପ୍ରତିଶତ ଡିଏ ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ । ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ । ୪୭.୬୮

ଆସିଲା ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମାନସଙ୍କୁ ଲମ୍ବା ସମୟ ଧରି ଭୋକିଲା ରଖାଯାଇଥିଲା । ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଲୁହା ରଡରେ ମାଡ ମରାଯାଇଥିଲା । ମାନସଙ୍କ ତିନିଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

ଶ୍ରୀନଗରରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିହତ

ଆଜି ଶ୍ରୀନଗରର ରାଇନାୱାରୀ ଅଞ୍ଚଳରେ ଘଟିଥିବା ଏକ ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା / ରେଜିଷ୍ଟାନ୍ସ ଫ୍ରଣ୍ଟର ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ କହିଛନ୍ତି ଯେ ଏହି ଦୁଇ ଆତଙ୍କବାଦୀ ସାଧାରଣ ନାଗରିକଙ୍କ ହତ୍ୟା ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ

କ୍ୟାମେରାମ୍ୟାନ୍‌ ହତ୍ୟା ଘଟଣା:ଅଭିଯୁକ୍ତଙ୍କ ଠାରୁ ସତ ବାହାର କରୁଛି କ୍ରାଇମବ୍ରାଞ୍ଚ

ଖୋଲୁଛି କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର। ଗୋଟିଏ ପରେ ଗୋଟେି ସତ ଉଗାଳିବା ଆରମ୍ଭ କରିଛନ୍ତି ଅଭିଯୁକ୍ତ। ପ୍ରଥମ ଦିନରେ ୭ଘଣ୍ଟାର ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠା ସମେତ ୪ ଅଭିଯୁକ୍ତ ଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଛି ୪ଟି

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆଉ ୧୦ ଦିନ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ବାକି ଅଛି । ଏବେ ରଥ ମହାଖଳାରେ ରଥ କାମ ବି ଠିକଣା ଭାବେ ଜାରି ରହିଛି । ରଥର ସବୁଠାରୁ ସିଂହଭାଗ କାମ ହେଲା ଚକ ନିର୍ମାଣ । ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚାରିଟି ଯାକ ଚକରେ ବଦଳିଆ, ପଇ ଓ ଅର

ରାଜ୍ୟର ୫ ମହାନଗର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

ବିଧାନସଭାରେ ପାରିତ ହୋଇଛି ପୌର ବିଲ୍‌ । ମହାନଗର ନିଗମ ଅଧିନିୟମ 2003 ସଂଶୋଧନ ପରେ ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ।ପୌର ବିଲ୍‌ ଯୋଗୁଁ 5ଟି ମହାନଗର ଅଞ୍ଚଳରେ ବସବାସ କରୁଥିବା ପ୍ରାୟ 2 ଲକ୍ଷ 40 ହଜାର ବସ୍ତିବାସିନ୍ଦା ପରିବାରକୁ ମିଳିବ ଏହି ସୁବିଧା ।

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ତାଳଚେର RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । କଣିହାଁ ଅଞ୍ଚଳର ଜଣେ ଠିକାଦାରଙ୍କର ବକେୟା ବିଲ୍‌ ପାସ୍‌ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି