ୟୁକ୍ରେନରୁ ବାହାରିଲା ସ୍ୱତନ୍ତ୍ର ବିମାନ
ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ ଛାତ୍ର । ଏମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ୟୁକ୍ରେନରୁ ବାହାରିଛି ଭାରତ ପାଇଁ ସ୍ୱତନ୍ତ୍ର ବିମାନ । ଭାରତୀୟଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ସେପଟେ ରାଜଧାନୀ!-->…
