Odia News Portal

ନେହରୁ ସଂଗ୍ରହାଳୟ ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ମ୍ୟୁଜିୟମ, ଉଦଘାଟନ କରିବେ ମୋଦି

ବଦଳିବ ନେହେରୁ ସଂଗ୍ରହାଳୟ ନାଁ । ଏ ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ନେହରୁ ସଂଗ୍ରହାଳୟ ନାମକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ରଖାଯିବ । ଯେଉଁଥିରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସାଇତାଯିବ । ଏପ୍ରିଲ ୧୪ ତାରିଖରେ ମ୍ୟୁଜିୟମକୁ

ଶ୍ରୀମନ୍ଦିରକୁ ନେଇ ବିଧାନସଭାରେ ବିବୃତ୍ତି ରଖିଲେ ମନ୍ତ୍ରୀ

ଶ୍ରୀମନ୍ଦିରକୁ ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ । ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ବିପଦ ନାହିଁ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମନ୍ଦିରକୁ ନେଇ କୌଣସି ବିପଦ ନାହିଁ । ମର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ  ବିଭିନ୍ନ କମିଟି ଗଠନ ହେବ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା

କଟକ ସହରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସ ଅଦାଲତ। ଏଥିସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ଫେବୃଆରୀ ୪ ତାରିଖରେ ବାଦାମବାଡ଼ି ଅଞ୍ଚଳର

ପାରା ଆଥଲେଟିକରେ ଓଡିଆ ଝିଅ ପାଇଲେ ସ୍ବର୍ଣ୍ଣ

ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅକୁ ସ୍ବର୍ଣ୍ଣ ପଦକ । ଟି – 47 ବର୍ଗର ଶହେ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ ବେହେରା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜାତୀୟ ପାରା ଆଥଲେଟିକରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । ଦେଶରୁ 1200 ଆଥଲେଟ୍

ପୁଣି ଚୀନରେ କାୟା ମେଲାଉଛି କରୋନା, ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା

ପୁଣି ଚୀନରେ କାୟା ମେଲାଉଛି କରୋନା । ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା । ବଢୁଛି ଦୈନିକ ସଂକ୍ରମଣ । ୩ ହଜାର ୪୫୦ କେସ ବାହାରିବା ପରେ ସାଂଘାଇରେ ଲକ୍‌ଡାଉନ୍‌ ଫେରିଛି । ୨କୋଟି ୬୦ ଲକ୍ଷ ଲୋକ ତାଲାବନ୍ଦ ଅବସ୍ଥାରେ ଅଛନ୍ତି । ଯାହାକି ଗତ ଦୁଇ ବର୍ଷରେ ସବୁଠୁ ବଡ ଲକଡାଉନ ।

କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଶର୍ମିଷ୍ଠା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ପୂର୍ବତନ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ, ଶର୍ମିଷ୍ଠାଙ୍କ ସହଯୋଗୀ

ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି IAS ଟିନା ଡାବୀ

୨୦୧୫ ମସିହାରେ ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଟିନା ଡାବୀଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଆଇଏଏସ୍‌ ଟିନା ଡାବୀ ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରଦୀପ ଗଓ୍ଵାଣ୍ଡେଙ୍କ ସହ ନିର୍ବନ୍ଧ କରିଛନ୍ତି। ଏ ନେଇ ଟିନା ଡାବୀ ନିଜ

‘ଭାରତ ବନ୍ଦ’ର ଆଜି ଦ୍ୱିତୀୟ ଦିନ

କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବେଳେ ବନ୍ଦର ପ୍ରଭାବ ମିଶ୍ର ରହିଥିଲା । ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସେଭଳି ପ୍ରଭାବ ପଡ଼ିନଥିବା

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ। ବିଳମ୍ବିତ ରାତିରେ ବାଣପୁର ସବଜେଲ୍‌ରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଖୋର୍ଦ୍ଧା ଏସ୍‌ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରେ ସେ ଅସୁସ୍ଥ ଅନୁଭବ କରିଥିଲେ। ବାଣପୁର

ପାର୍କ ଏବଂ ସ୍କୁଲରେ ଶବ ପୋତୁଛନ୍ତି ୟୁକ୍ରେନବାସୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ବିପଦପୂର୍ଣ୍ଣ ହେବାରେ ଲାଗିଛି। ରୁଷ ତରଫରୁ ଲଗାତାର ଆକ୍ରମଣ ହେଉଛି। ବୋମା ବିସ୍ଫୋରଣ ଏବଂ ଏୟାର ଷ୍ଟ୍ରାଇକ ଯୋଗୁଁ ୟୁକ୍ରେନରେ ସାଧାରଣ ଲୋକ ମଧ୍ୟ ମରୁଛନ୍ତି। ସବୁଠାରୁ ଖରାପ ସ୍ଥିତି ମାରିୟୁପୁଲ୍‌ ରହିଛି। ଏଠାରେ ମରୁଥିବା