Odia News Portal

ବିଶିଷ୍ଟ କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ । ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି  ।  ରବିନ୍ଦ୍ରନାଥଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ…

ଆଳୁ ଦର ଏବେ ଆକାଶ ଛୁଆଁ

ବଜାରରେ ଆଳୁ ଦର ଏବେ ଆକାଶ ଛୁଆଁ । ଆଗକୁ ମଧ୍ୟ ଆହୁରି ବଢିପାରେ ଦର । ଏବେ ଖୁଚୁରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରୀ ହେଉଛି ଆଳୁ । ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ପରିବହନ ଖର୍ଚ୍ଚ ବି ବଢିଛି । ଓଡିଶାକୁ ଆଳୁ ମୁଖ୍ୟତଃ…

ରୁଷ୍‌ ଦେଲା ଧମକ,NATOରେ ଯୋଗ ଦେଲେ ପରିଣାମ ଭୟଙ୍କର ହେବ

ରୁଷ୍‌ ଦେଲା ଧମକ। ନାଟୋରେ ଯୋଗ ଦେଲେ ପରିଣାମ ହେବ ସାଙ୍ଘାତିକ। ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଦ୍ୱିପାକ୍ଷୀୟ କୂଟନିତିଜ୍ଞ ଚ୍ୟାନେଲ ମାଧ୍ୟମରେ ରୁଷ୍‌ ଦେଇଛି ଏହି ଚେତାବନୀ । ଏହି ସୂଚନା ରୁଷୀୟ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ଦେଇଛନ୍ତି। ଜଖାରୋଭା ମିଡ଼ିଆ ସହ…

ନିର୍ଦ୍ଦେଶକ ଟି.ରାମା ରାଓଙ୍କ ପରଲୋକ

ଅମିତାଭ ବଚ୍ଚନଙ୍କ ସୁପର ହିଟ୍ ଫିଲ୍ମ ‘ଅନ୍ଧା କାନୁନ୍’ ଏବଂ ପ୍ରସିଦ୍ଧ ବାୟୋପିକ୍ ‘ନାଚେ ମୟୁରୀ’ ଭଳି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଟି. ରାମା ରାଓଙ୍କ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ରାମା…

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତଦେହ ଠାବ

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଗଡ଼ା କଲ୍ୟାଣସିଂହପୁର ସରକାରୀ କ୍ବାର୍ଟର୍ସରୁ ମିଳିଲା ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ମୃତଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କଲ୍ୟାଣସିଂହପୁର ଥାନା ସଦର ମହକୁମାରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା…

ମାସ୍କ ବ୍ୟବହାର ନକଲେ ୫୦୦ ଫାଇନ

ଦିଲ୍ଲୀରେ ବଢିବାରେ ଲାଗିଛି କରୋନା ସଙ୍କ୍ରମଣ । ଦିଲ୍ଲୀରେ ପୁଣି କଟକଣା ଲଗାଇବାକୁ ଚାଲିଛି ଆଲୋଚନା । ଦିଲ୍ଲୀରେ ପୁଣି ମାସ୍କ ବ୍ୟବହାର ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ କଟିବ ୫୦୦ ଫାଇନ୍ । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକ ଜାରି ରହିଛି । କରୋନା ସଙ୍କ୍ରମଣ ବୃଦ୍ଧି…

ଆଜି ଦ୍ୱିତୀୟ ବିବାହ କରିବେ ଟିନା ଡାବି

ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କର ଆଜି ଆଉ ଥରେ ହାତ ଗଣ୍ଠି ପଡ଼ିବ । ଜୀବନ ସାଥୀ ପ୍ରଦୀପ ଗାଓ୍ଵାଣ୍ଡେଙ୍କ ସହ ଟିନାଙ୍କ ବିବାହ ହେବ । ଜୟପୁରରେ ହେବ ଏହି ବିବାହ ଉତ୍ସବ । ୨୨ ତାରିଖରେ ରହିଛି ରିସେପ୍ସନ ପାର୍ଟି । ଏଥିପାଇଁ ରାଜସ୍ଥାନ ଜୟପୁରର ଏକ ହୋଟେଲରେ ବ୍ୟାପକ ବ୍ୟବସ୍ଥା…

ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ

ଅଢ଼େଇ ମାସ ପରେ ଏତଲା ରୁଜୁ । ମଡେଲ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ପୋଲିସର ଆକ୍ସନ । ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଙ୍କ ନାରେ ଇନ୍ଫୋସିଟି ପୋଲିସ ଥାନାରେ ମାମଲା ରୁଜୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ଜାନୁଆରୀ…

ନିଆଁ ଲାଗି ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ

ପଞ୍ଜାବ ଲୁଧିଆନାରେ ଏକ ଝୁମ୍ପୁଡି ଘରେ ନିଆଁ ଲାଗି ଗୋଟିଏ ପରିବାରର ୭ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୁଧବାର ସକାଳେ ଏହି ଘଟଣା ତିବ୍ବା ଅଞ୍ଚଳରେ ଘଟିଥିଲା ​​| ଏକ ଝୁମ୍ପୁଡି ଘରେ…