ଆରମ୍ଭ ହେଲା ମହାଯୁଦ୍ଧ
ଆରମ୍ଭ ହେଲା ଋଷ- ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଘୋଷଣା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ଉପରେ ମିଲିଟାରୀ ଅପରେସନ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମିଲିଟାରୀ ଅପରେସନ ନେଇ ଋଷ୍ ନିର୍ଦ୍ଦେଶ ଦେଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା!-->…
