Odia News Portal

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା ରେ ଭଉଣୀ ଅଟକ

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ କମିଶନରେଟ ପୋଲିସର କେନ୍ଦ୍ରାପଡାରେ ଚଢାଉ । ଈଶ୍ୱରପୁର ଗାଁରେ ଚଢାଉ କରିଛି ପୋଲିସ । ରମେଶର ଭଉଣୀକୁ ଅଟକ ରଖାଯାଇଛି । ଠକାମୀରେ ରମେଶର ଭଉଣୀର ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା ଚାଲିଛି । ରମେଶ

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

ହିମାଚଳ ପ୍ରଦେଶ: ମଙ୍ଗଳବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉନା ତାହଲିୱାଲରେ ଅବସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୧୦-୧୫ ମହିଳ ପୋଡ଼ି ଯାଇଥିବାର ଖବର ରହିଛି। ଏପର୍ୟ୍ୟନ୍ତ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ୧୦ ଜଣ ଗୁରୁତର

ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭରଣପୋଷଣ

୧୨ଟା ସୁଦ୍ଧା ୪୫ପ୍ରତିଶତରୁ ଅଧିକ ମତଦାନ

ରାଜ୍ୟରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ୧୨ଟା ସୁଦ୍ଧା ୪୫ପ୍ରତିଶତରୁ ଅଧିକ ମତଦାନ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ବାଲଟ ପେପର ତ୍ରୁଟି ଯୋଗୁଁ କେନ୍ଦ୍ରାପଡା ଓ ଯାଜପୁରରେ ନିର୍ବାଚନ ବାତିଲ

ବାଇକ୍ ସହ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୨ଜଣଙ୍କୁ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ପୋଲିସ ସୋମବାର ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ ସହ ୧୦ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବାଇକ ଡେଙ୍ଗମା ଛକ ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ

ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କଲା ବିଜେପି

ଭଦ୍ରକ: ଭଦ୍ରକରେ ସବୁ ସୀମା ଟପିଗଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ସରିଥିବାବେଳେ ଆଜି ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ସେପଟେ ଆଉ ଦିନକ ପରେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ନେତା ବାଛିବ

୩୦୦ ଫୁଟ ତଳୁ ଉଦ୍ଧାର କଲା ଭାରତୀୟ ବାୟୁସେନାର ହେଲିକପ୍ଟର

କର୍ଣ୍ଣାଟକ ନନ୍ଦୀ ପାହାଡରେ ୩୦୦ଫୁଟ ତଳକୁ ଖସିପଡିଥିବା ୧୯ବର୍ଷ ବୟସ୍କ ଟ୍ରେକରଙ୍କୁ ଉଦ୍ଧାର କରାଯାଇଛି । ରବିବାର ସଂନ୍ଧ୍ୟାରେ ଭାରତୀୟ ବାୟୁସେନା ଓ ଚିକ୍କାଲାଲାପୁର ପୋଲିସର ମିଳିତ ଭାବରେ ଉଦ୍ଧାର କାର୍ୟ୍ୟରେ ଲାଗିପଡିଥିଲେ । ଛାତ୍ର ନିଶଙ୍କଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନା ଏକ

ହାରିବା ଭୟରେ ନିର୍ବାଚନୀ ହିଂସା ସୃଷ୍ଟି କରୁଛି ବିଜେପି

ଯାଜପୁରର ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା ପ୍ରକଟ କରିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀମାନଙ୍କ ବିରୋଧରେ ପୁଲିସ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂଆ ଲୁକ୍

କଳିଙ୍ଗ ଷ୍ଟାଡିୟମରେ ନବୀନ ଜଲୱା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପୋଟି ଲୁକ । ଟ୍ରାକ ପ୍ୟାଣ୍ଟ ଏବଂ ଟି-ସାର୍ଟ ପରିଧାନ କରି ଏଣ୍ଟ୍ରି କଲେ ନବୀନ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓମେନ୍ ଫୁଟବଲ ଲିଗ ଦେଖିଛନ୍ତି । ଷ୍ଟାଡିୟମରେ ବସି ଫୁଟବଲ ଖେଳକୁ ଅନୁଭବ କରିଛନ୍ତି ।