ବୋମା ମାଡରେ ରୁଷର ସୀମା ଉଡାଇଲା ୟୁକ୍ରେନ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଗଲା । କିନ୍ତୁ ରୁଷ ଦାବି କରିଛି ଯେ, ୟୁକ୍ରେନ ବୋମାମାଡ କରି ତାର ସୀମା ପୋଷ୍ଟକୁ ଉଡାଇ ଦେଇଛି। ଏହା ପୂର୍ବରୁ ୟୁକ୍ରେନ ମଧ୍ୟ ଅନେକ ଥର ଦାବି କରି ସାରିଛି , ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଆମ ଦେଶର ଜନତାଙ୍କ ଉପରେ ଆକ୍ରମଣ କରି!-->…
