Odia News Portal

ଲୋକଙ୍କୁ ଦେଖି ବଡଦାଣ୍ଡରେ ଅଟକିଗଲେ ରାଷ୍ଟ୍ରପତି କୋବିନ୍ଦ

ଶ୍ରୀକ୍ଷେତ୍ରରୁ ବିଦାୟ ନେଉଥିଲେ ମହାମହିମ ରାଷ୍ଟ୍ରପତି । ପୁରୀରେ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ଫେରୁଥିଲେ । ପୁରୀ ବାସୀ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଉପସ୍ଥିତ ରହିଥିଲେ । ଫେରିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଲୋକମାନେ ହାତ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା: ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି ଦଳ, ଦୃଢ଼…

ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ସାମ୍ବାଦିକ ପ୍ରତିନିଧି ଦଳ। ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ତୃତୀୟ ପର୍ଯ୍ୟାୟ ମତଦାନ ଶେଷ: ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସିଲ୍ ହୋଇଛି ୧୩ଶହ ୮୨ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ସୁରୁଖୁରୁରେ ମତଦାନ

୩ ଟି ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଟିମକୁ ମିଳିଲା ନୂଆ ଅଧିନାୟକ । କ୍ରିକେଟର ତିନୋଟି ଯାକ ଫର୍ମାଟର ଅଧିନାୟକ ହେଲେ ରୋହିତ ଶର୍ମା । ଏନେଇ ବିସିସିଆଇ ପ୍ରେସମିଟରେ ରୋହିତ ଶର୍ମାଙ୍କ ନାଁ ଘୋଷଣା କରିଛି । ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ଓ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳ ଘୋଷଣା

ବରିଷ୍ଠ ସାମ୍ୱାଦିକ ରବିଶ ତିୱାରୀଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବରିଷ୍ଠ ସାମ୍ୱାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ନ୍ୟାସନାଲ ବ୍ୟୁର ହେଡ୍‌ ରବିଶ ତିୱାରୀଙ୍କ ପରଲୋକ ହୋଇଛି। ତାଙ୍କର ମୃ୍ତ୍ୟୁରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି

ନକଲି ଡାକ୍ତରଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଏକାଧିକ ମହିଳାଙ୍କୁ ବିବାହ କରି ଜେଲରେ ଥିବା ନକଲି ରସିକ ଡାକ୍ତର ରମେଶ ସ୍ୱାଇଁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୁଲିସ। ରିମାଣ୍ଡ ଅବଧି ସମୟରେ ରମେଶଙ୍କର ୩୦ ବର୍ଷର ଅପରାଧିକ ଭିତ୍ତିଭୂମୀକୁ ଖୋଳିବ କମିଶନରେଟ ପୋଲିସ। ଏଥିସହିିତ ଠକେଇ ଓ କିଡନୀ ଚୋରି ରାକେଟ୍ର ସମ୍ପକରେ ରିମାଣ୍ଡ ସମୟରେ

ବାଲାଟ୍ ପେପର ଓ ଭୋଟ ବାକ୍ସ ଲୁଟ୍ ଘଟଣା : ୫ ଗିରଫ

ଜଗତସିଂହପୁର ଜିଲା ସଦର ବ୍ଲକ ପଟସରା ପଞ୍ଚାୟତ ୧ ଓ ୨ ନମ୍ବର ବୁଥରୁ ଶୁକ୍ରବାର ମତଦାନ ଚାଲିଥିବା ସମୟରେ ଜୋର ଜବରଦସ୍ତ ବୁଥ ଭିତରେ ପଶି ବାଲାଟ ପେପର ଓ ବାକ୍ସ ଲୁଟି ନେଇଥିଲେ। ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ

ଯାଜପୁର ଜିଲ୍ଲା ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ କରିଛି । ଯାଜପୁର

ବିହାରରେ ହଠାତ୍ ଜଳିଗଲା ଟ୍ରେନ୍

ବିହାର ସ୍ଥିତ ମଧୁବାନୀ ରେଳ ଷ୍ଟେସନରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଘଟଣା ସମ୍ନାକୁ ଅସିଛି। ଅନ୍ତତଃ ଟ୍ରେନଟି ଖାଲି ଥିବା ଜଣାପଡିଛି। ତେବେ ଖାଲି ଟ୍ରେନରେ କିପରି ନିଆଁ ଲାଗିଥିଲା, ତାହା ଜଣାପଡ଼ିନାହିଁ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ଷ୍ଟେସନରେ ଥିବା ଅନେକ

ଜାମ୍ମୁ ଓ କାଶ୍ମୀରର ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ

ଜାମ୍ମୁ ଓ କାଶ୍ମୀରର ସୋପିଆନରେ ଏନକାଉଣ୍ଟର । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଛି ଜଣେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ଜୈନପୋରା ଅଞ୍ଚଳ ଅନ୍ତର୍ଗତ ଚେରମାର୍ଗ ଗ୍ରାମରେ ନିରାପତ୍ତାରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେମାନଙ୍କୁ କାବୁ