Odia News Portal

ମାହାଙ୍ଗା ଗଣହତ୍ୟା ଘଟଣା : ସତ ଲୁଚାଉଛି କି ଅଭିଯୁକ୍ତ

ମାହାଙ୍ଗା କୁସୁପୁର ଗଣହତ୍ୟା ସସପେନ୍ସ ଉପରୁ ପରଦା ହଟିବ । ସତ ଲୁଚାଉଛି କି ଅଭିଯୁକ୍ତ ଶିବ ସାହୁ ? ତାକୁ ରିମାଣ୍ଡରେ ନେଇ ତଥ୍ୟ ବାହାର କରିବ ପୋଲିସ । ଆଜିଠୁ ୩ ଦିନିଆ ରିମାଣ୍ଡରେ ଗଲା ଶିବ। ରିମାଣ୍ଡରେ ନେଇ ଶିବ ମୁହଁରୁ ହତ୍ୟାକାଣ୍ଡ ନେଇ ଅନେକ କଥା ବାହାର କରିବ ମାହାଙ୍ଗା ପୋଲିସ ।…

ନନ୍ଦନକାନନରେ ପୁଣି ଆଉ ଏକ ବାଘ ଛୁଆର ମୃତ୍ୟୁ

ନନ୍ଦନକାନନରେ ପୁଣି ଏକ ବାଘ ଛୁଆ ବିବେକର ମୃତ୍ୟୁ । ଧଳା ବାଘୁଣୀ ରୂପାର , ଆଉ ଏକ ନାଲି ମାଇ ଛୁଆ ଆଖି ବୁଜିଛି। ମୃତ ଛୁଆଟି ଜନ୍ମ ହେବା ଦିନଠାରୁ ତାକୁ ମାଆ ଠାରୁ ଅଲଗା ରଖାଯାଇଥିଲା। କର୍ତ୍ତୁପକ୍ଷ ଛୁଆକୁ ଭେଟେନାରୀରେ ରଖି ନିଜ ହେପାଜତରେ ପାଳନ କରୁଥିଲେ। ତେବେ କେଉଁ କାରଣରୁ ତାର…

ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ପଣାରେ ମହକୁଛି ପୁରଠୁ ପଲ୍ଲୀ। ଆଜି ରାଜ୍ୟରେ ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।…

ତିନି ବର୍ଷ ପୁଅର ଗଳାକାଟି ହତ୍ୟା କଲା ମାଆ

ପୁଅର ଗଳାକାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗାଁରେ ମାଆ ପୁଅକୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ। ତିନି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ। ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କିମ୍ବା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା…

ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ, ୧୨ ଗୁରୁତର

ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣାରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ

ପୂର୍ବତନ ଡିଜିପିଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ହେଲେ ଅଭୟ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ କିମ୍ବା ୬୨ ବର୍ଷ ହେଲା ପର୍ଯ୍ୟନ୍ତ ଅଭୟ…

୧୫ ହଜାର ମେଧାବୀଙ୍କୁ ମିଳିବ ଲାପ୍‌ଟପ୍‌

ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ୨୦୨୧ ଶିକ୍ଷାବର୍ଷରେ ଲାପଟପ୍‌ କିଣିବାରେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନ ଅବଧିକୁ ଆସନ୍ତା ୨୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଗତ ୧୦ ତାରିଖ ଆବେଦନର ଶେଷ ସମୟ ଥିଲା । କିନ୍ତୁ ଏପର୍ଯ୍ୟନ୍ତ ଆହୁରି ଅନେକ ଛାତ୍ରଛାତ୍ରୀ ଆବେଦନ…

କାଲି ୯ ଜିଲ୍ଲାରେ ଝଡବର୍ଷା

ବଜ୍ରପାତ ସହ ଝଡବର୍ଷା ନେଇ କାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଚ ଜିଲ୍ଲାକୁ ସତର୍କ ସୂଚନା । ୟେଲୋ ୱାର୍ଣ୍ଣିଂ ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ…

ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ; ମାରିୟୁପୁଲରେ ରାସାୟନିକ ଆକ୍ରମଣ ଅଭିଯୋଗ

ୟୁକ୍ରେନର ଅଭିଯୋଗ, ମାରିୟୁପୋଲରେ ପୁଟିନ ସେନା ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛି। ପୂର୍ବରୁ ଆମେରିକା ଓ ବ୍ରିଟେନ ଏହିଭଳି ଆଶଙ୍କା ପ୍ରକାଶ କରି ଆସୁଥିଲେ । ଆଉ ୟୁକ୍ରେନର ଏଭଳି ଅଭିଯୋଗ ପରେ ତାକୁ ଗୁରୁତ୍ୱର ସହ ନେଇଛି ଆମେରିକା । କିନ୍ତୁ ସତରେ ଯଦି ରୁଷ ରାସାୟନିକ ଅସ୍ତ୍ର…

ପୁରୀ ରୁ ୧୦୮ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ ୧୦୮ ଗ୍ରାମ ବ୍ରାଉନସୁଗାର କଣାସ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ଜବତ ବ୍ରାଉନସୁଗାର ଆନୁମାନିକ ବଜାର…