Odia News Portal

କର୍ଣ୍ଣାଟକରେ ହିଜାବ ବିବାଦ

କର୍ଣ୍ଣାଟକର ହିଜାବ ବିବାଦ ବଢ଼ିବାରେ ଲାଗିଛି । ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ବିବାଦ

ପାରାଦ୍ୱୀପରେ ନକଲି ମଶାଧୂପ କରଖାନାରେ ଚଢାଉ

ମଶାଧୂପ ବି ନକଲି । ପାରାଦୀପ ଆଦର୍ଶ ଥାନା ସ୍ଥିତ ତାରିଣୀଗଡ଼ାରେ ନକଲି ସ୍ଲିପ୍ ଓ୍ବେଲ ମଶାଧୂପ କାରଖାନା ଉପରେ ମୁମ୍ବାଇ ଆଇଟି ଇନଭେଷ୍ଟିଗେଟିଭ ବିଭାଗର ୫ ଜଣିଆ ଟିମ୍ ଓ ପୋଲିସର ଚଢାଉ । ବିପୁଳ ପରିମାଣର ନକଲି ସ୍ଲିପ ଓ୍ବେଲ ମଶାଧୂପ, ପ୍ୟାକିଂ ଜରି, ଧୂପ ତିଆରି ମେସିନ,କେମିକାଲ ଓ ଗୋଟିଏ

ପୁରୀରେ ୫ ଟି ସଚିବ ଭି.କେ ପାଣ୍ଡିଆନ

ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ସପରିବାର ସେ ଆଜି ସକାଳୁ ପୁରୀ ପହଂଚି ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରରେ ସେ ୪୫ ମିନିଟ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ଭିତରେ ବେଡ଼ା ପରିକ୍ରମା କରିବା ସହ ଦର୍ଶନ ସାରି

ଆଜିଠୁ ରାଜଧାନୀରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଆଜିଠାରୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଛି ଅନୁମତି । ଧାର୍ମିକ ଅନୁଷ୍ଠାନ ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ । ଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି ।

ହିଜାବ ବିବାଦର ତତ୍କାଳ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ହିଜାବ ବିବାଦକୁ ନେଇ ବଢିବାରେ ଲାଗିଛି ସମସ୍ୟା । କର୍ଣ୍ଣାଟକର ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବାକୁ ରୋକ ଲାଗିବା ବିରୋଧରେ ଦାୟର ମାମଲାର ଏବେ ଶୁଣାଣି କରିବା ପାଇଁ ମନାକରି ଦେଇଛନ୍ତି ସୁପ୍ରିମକୋଟ । କୋର୍ଟ କହିଛନ୍ତି, ‘ଆମେ ଠିକ ସମୟରେ ଏହାର ଶୁଣାଣି କରିବୁ, ଅପେକ୍ଷା କରନ୍ତୁ,

ଲାଞ୍ଚ ନେଉଥବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ, କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଜଣେ ଶିକ୍ଷକଙ୍କଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏ ନେଇ ଭିଜିଲାନ୍ସ

୧୪ରେ ୟୁପିରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଆସନ୍ତା ୧୪ ତାରିଖରେ ଉତ୍ତରପ୍ରଦେଶରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୯ ଜିଲ୍ଲାରେ ୫୫ ସିଟ ପାଇଁ ଭୋଟ ଗ୍ରହଣ କରାଯିବ । ସାହାରନପୁର, ବିଜନୌର, ଅମରୋହା, ମୁରାଦାବାଦ୍, ରାମପୁର, ସମ୍ଭଲ, ବରେଲି, ବଦାୟୁଁ ଓ ସାହାଜହାନପୁରରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ୫୫ ଆସନ ପାଇଁ

ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର୍ ଫିଲ୍ମ ‘Writing With Fire’

ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing With Fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର ଉପରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ କରାଯାଇଛି। ଏକାଡେମୀ ପୁରସ୍କାରର ୯୪ ତମ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା

ପୌର ଭୋଟରେ ପ୍ରଥମ ଥର ପାଇଁ ଲାଗୁହେବ ନୋଟା । ଅର୍ଥାତ୍ ଏଥିରେ ଭୋଟର କାହାକୁ ବି ଭୋଟ ଦେଇପାରିବେ ନାହିଁ । ଯେଉଁ ପ୍ରାର୍ଥୀମାନେ ରହିଥାନ୍ତି , ସେମାନେ ଭୋଟରଙ୍କ ହିସାବରେ ଯୋଗ୍ୟ ନା ନୁହଁନ୍ତି । ଯଦି ଯୋଗ୍ୟ ନୁହଁନ୍ତି ତାହେଲେ ଭାଟ ଦେଇପାରିବନି ଭୋଟର । ପୂର୍ବରୁ କେବଳ ବିଧାନସଭା ଏବଂ

ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ପୁରୀ ଗସ୍ଥ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ପୁରୀ ଗସ୍ତର କାର୍ୟ୍ୟସୂଚୀ ଚୂଡାନ୍ତ ହୋଇଛି । ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ ଅପରାହ୍ନ ୨ଟା ୪୫ ମିନିଟରେ ଭୁବନେଶ୍ୱରରେ ପହଂଚିବେ । ଅପରାହ୍ନ ୩ଟା ୩୫ରେ ପୁରୀରେ ପହଂଚିବେ ରାଷ୍ଟ୍ରପତି । ଅପରାହ୍ନ ୫ଟାରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ