Odia News Portal

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଲାଞ୍ଚ ନେଇ ଫସିଲେ ନରସିଂହପୁର ଥାନା ଅଧିକାରୀ । କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ । ଥାନା ଅଧିକାରୀ ଅଲେଖ ଗରଡିଆଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ସୂଚନା ଅନୁସାରେ ଏକ ମାମଲାର

ପଞ୍ଚାୟତ ନିର୍ବାଚନରେ କୋହଳ ହେବ ପ୍ରଚାର ପାଇଁ କଟକଣା

ପଞ୍ଚାୟତ ନିର୍ବାଚନରେ କୋହଳ ହେବ ପ୍ରଚାର ପାଇଁ କଟକଣା। ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ଆଜି ନିଷ୍ପତ୍ତି ନିଆଯିବ । ନିର୍ବାଚନ ପ୍ରଚାର ଓ କୋଭିଡ କଟକଣା ନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ଭିଡିଓ କନଫରେନ୍ସ ଜରିଆରେ ଦିନ ସାଢେ ୧୧ଟାରେ ବସିବ ଏହି

ଗୁଣୁପୁର ମହା ବିଦ୍ୟାଳୟରେ ଦୁଇଜଣ ମହାନ କଳାକାରଙ୍କ ପାଇଁ ନୀରବ ପ୍ରାର୍ଥନା

ଗୁଣୁପୁର : ଆଜି ଗୁଣୁପୁର ମହାବିଦ୍ୟାଳୟରେ ଦୁଇଜଣ ମହାନ୍ କଳାକାର ତଥା ଭାରତ ରତ୍ନ ଲତା ମଙ୍ଗେସକର ଜି ଓ ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତ ରେ ୨ ମିନିଟ୍ ନୀରବ ପ୍ରାର୍ଥନା । ଏଥିରେ ଚେୟାରମ୍ୟାନ ପଞ୍ଚାନନ ଚୌଧୁରୀ ଇନଚାର୍ଜ ପ୍ରିନ୍ସପାଲ ଚନ୍ଦ୍ରକାନ୍ତ ନାୟକ ଏବଂ ଅନ୍ୟ ଷ୍ଟାଫ୍ ଓ

ରାଜ୍ୟରେ କମୁଛି କରୋନା ସଂକ୍ରମଣ

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୨୩ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦

ଇମ୍ୟୁନିଟି ଦୁର୍ବଳ ହେବାର ୫ ସଙ୍କେତ

କୋଭିଡ୍‌-୧୯ ମହାମାରୀ ଆରମ୍ଭ ପରେ ହିଁ ଇମ୍ୟୁନିଟି / ପ୍ରତିରକ୍ଷା / ରୋଗ ପ୍ରତିରୋଧକ କ୍ଷମତା ଶବ୍ଦର ଅର୍ଥକୁ ଅଧିକାଂଶ ଲୋକ ବୁଝି ସାରିଛନ୍ତି। ଦୃଢ଼ ଇମ୍ୟୁନିଟି ଶରୀରକୁ ଭାଇରାଲ , ଭାକ୍ଟେରିଆଲ , ଫଙ୍ଗଲ ବା ପ୍ରୋଟୋଜୋଆ ଆଦିରେ ସଂକ୍ରମିତ ହେବାରୁ ସୁରକ୍ଷା ଦେଇଥାଏ । ଇମ୍ୟୁନିଟି

ସନ୍ଧ୍ୟା ସାଢ଼େ ୬ଟାରେ ହେବ ଲତାଙ୍କର ଅନ୍ତିମ ସଂସ୍କାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବାକୁ ମୁମ୍ୱାଇ ଯିବେ । ମହାନ ଗାୟିକାଙ୍କର ୯୨ ବର୍ଷ ବୟସରେ ମୁମ୍ୱାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ମୃତ୍ୟୁ ହୋଇଛି । ଭାରତର କୋକିଳ କଣ୍ଠି କୁହାଯାଉଥିବା ଲତା

ଲତା ମଙ୍ଗେସ୍କରଙ୍କ ପରଲୋକରେ ୨ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ମହାନ ଗାୟିକା ଲତା ମଙ୍ଗେସ୍କରଙ୍କ ପରଲୋକ ହୋଇଛି। ଆଜି ରତ୍ନ ହରାଇଛି ଭାରତ। ଦାରୁଣ ଦୁଃଖ ଦେଇ ଚାଲିଯାଇଛନ୍ତି ସ୍ୱର କୋଇଲି ଲତା ମଙ୍ଗେସ୍କର। ନେତା ଅଭିନେତା କିବା ସାଧାରଣ ଜନତା ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍‌ପିଟାଲରେ ୯୨ ବୟସରେ ତାଙ୍କର ପରଲୋକ

ଓଡ଼ିଆ ସଙ୍ଗୀତରେ ବି ଥିଲା ଲତାଙ୍କ ଯାଦୁ

ଆରପାରିରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର। ସୁମଧୁର ସ୍ଵର ପାଇଁ ସ୍ଵର କୋକିଳା ନାମରେ ସେ ଥିଲେ ପରିଚିତ। ସଙ୍ଗୀତ ଜଗତକୁ ସେ ଭେଟି ଦେଇଛନ୍ତି ଅନେକ ଗୀତ। ୨୦ଟି ଭାରତୀୟ ଭାଷାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଗୀତ ଗାଇ ସେ ସୃଷ୍ଟି କରିଛନ୍ତି ଇତିହାସ। ତାଙ୍କର ପରଲୋକରେ ସ୍ତବ୍ଧ

ଚିରନିଦ୍ରାରେ ସୁର ସାମ୍ରାଜ୍ଞୀ,ନୀରବିଗଲା ଭାରତର ସ୍ୱର

ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ପରଲୋକ ହୋଇଯାଇଛି। ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲତାଙ୍କ ନିଧନ ଖବର ଶୁଣି

ଲତା ମଙ୍ଗେସ୍କରଙ୍କ ପରଲୋକରେ ୨ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା; ସ୍ୱର ସାମ୍ରାଜ୍ଞୀଙ୍କ ପାଇଁ ଅର୍ଦ୍ଧନମିତ ହେବ…

ମହାନ ଗାୟିକା ଲତା ମଙ୍ଗେସ୍କରଙ୍କ ପରଲୋକ ହୋଇଛି। ଆଜି ରତ୍ନ ହରାଇଛି ଭାରତ। ଦାରୁଣ ଦୁଃଖ ଦେଇ ଚାଲିଯାଇଛନ୍ତି ସ୍ୱର କୋଇଲି ଲତା ମଙ୍ଗେସ୍କର। ନେତା ଅଭିନେତା କିବା ସାଧାରଣ ଜନତା ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍‌ପିଟାଲରେ ୯୨ ବୟସରେ ତାଙ୍କର ପରଲୋକ