Odia News Portal

ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ମେଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୬ଟାରୁ ସାଢେ ୯ଟା ଯାଏ ଖୋଲା ରହିବ ତୋଷାଳୀ ମେଳା । ଚଳିତ…

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ, ଫସି ରହିଲା ଆମ୍ଵୁଲାନ୍ସ

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ। ଫସି ରହିଲା ଆମ୍ଵୁଲାନ୍ସ। ଜୟଦେବ ବିହାର ନିକଟରେ ଆଗକୁ ଯାଇପାରିଲାନି ଆମ୍ବୁଲାନ୍ସ। ଶେଷରେ ରାସ୍ତା ନଛାଡିବାରୁ ଫେରିଗଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ, ସୋମବାରଠୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। କେନ୍ଦ୍ର ସରକାରଙ୍କ ବିଭିନ୍ନ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସିର ନବନିର୍ବାଚିତ ମେୟର ସୁବାସ ସିଂ ଓ ବିଜୟୀ କର୍ପୋରେଟର

ପୌର ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ । ନିର୍ବାଚନରେ ବିଜୟ ପରେ କଟକର ବିଜୟୀ କର୍ପୋରେଟର ଓ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ଥିବା…

କଟକ ମହାନଗର ନିଗମ ନିର୍ବାଚନ: ବିଜେଡିର ବିପୁଳ ବିଜୟ, ବହୁ ପଛରେ ରହିଲେ କଂଗ୍ରେସ-ବିଜେପି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ କଟକ ମହାନଗର ନିଗମ ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ। ବହୁ ପଛରେ ପଡି ଯାଇଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। କଟକ ମହାନଗର ନିଗମର ଭୋଟ୍ ଗଣତି ଶେଷ ହୋଇଛି ଏବଂ ୫୯ଟି ଓ୍ଵାର୍ଡର ଫଳାଫଳ ଘୋଷଣା ହୋଇଛି। ୩୮ଟି ଓ୍ଵାର୍ଡ ଜିତି ପୁଣି…

ମୁଖ୍ୟମନ୍ତ୍ରୀ ପାଳିବେ ଆର୍ଥ ଆୱର

ଆଜି ନବୀନ ନିବାସରେ ରାତି ୮.୩୦ରୁ ୯ଟା ୩୦ ମିନିଟ ଯାଏ ଅର୍ଥ ଆୱର ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସମସ୍ତଙ୍କୁ ଏହି ମହାନ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦରଦାମ୍ ବୃଦ୍ଧି ବିରୋଧରେ ମାର୍ଚ୍ଚ ୩୧ରୁ କଂଗ୍ରେସର ‘ମହଙ୍ଗା-ମୁକ୍ତ ଭାରତ’ ଅଭିଯାନ

ପେଟ୍ରୋଲ-ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର କ୍ରମାଗତ ଦର ବୃଦ୍ଧି ନେଇ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବିରୋଧରେ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ ଆସନ୍ତା ଗୁରୁବାର ଠାରୁ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଥାଳି ଓ ଘଣ୍ଟ ବଜାଇ ଆନ୍ଦୋଳନ କରିବ |…

୩୦ ଜିଲାରେ ପୌର ଭୋଟ ଗଣତି ଶେଷ : ବିଜେଡି ହାତେଇଲା ୭୩ ପୌରାଧ୍ୟକ୍ଷ ପଦ

ରାଜ୍ୟର ୩୦ ଜିଲ୍ଳାରେ ପୌର ଭୋଟ ଗଣତି ଶେଷ ହୋଇଛି। ପୌରାଧ୍ୟକ୍ଷ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଧିକ ଆସନ ବିଜେଡି ହାତେଇଛି। ମୋଟ ଫଳାଫଳ ପ୍ରକାଶ ପାଇଥିବା ୧୦୫ଟି ପୌରାଧ୍ୟକ୍ଷ ଆସନରୁ ବିଜେଡି ହାତେଇଛି ସର୍ବାଧିକ ୭୩ଟି ପୌରାଧ୍ୟକ୍ଷ ପଦ।   ସେହିପରି  ବିଜେପି ୧୬ଟି ପୌରାଧ୍ୟକ୍ଷ ଆସନରେ…

ବ୍ରହ୍ମପୁରରେ ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ

ବ୍ରହ୍ମପୁରର ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଛନ୍ତି । ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ…

ହାଇକୋର୍ଟ ସମେତ ରାଜ୍ୟର ୧୫୧ଟି ବାର ଆସୋସିଏସନରେ ଚାଲିଛି ନିର୍ବାଚନ

ଆଜି ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ୧୫୧ ଟି ବାର ଆସୋସିଏସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୮ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଗତ କିଛି ବର୍ଷ ଧରି ୱାନ ବାର ୱାନ ଭୋଟ ବ୍ୟବସ୍ଥା ପ୍ରଚଳିତ…

ତିନି ମହାନଗରରେ ବିଜେଡି ଆଗରେ

ତିନି ମହାନଗରର ମେୟର ଦୌଡରେ ବିଜେଡି ଆଗରେ ରହିଛି ।ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ 30,989 ଭୋଟ ଆଘରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ 21792 ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 1429 ଖଣ୍ଡ ଭୋଟ ପାଇଛନ୍ତି । କଟକରେ ପ୍ରଥମ ଦୁଇରାଉଣ୍ଡରେ…