Odia News Portal

ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ଆଜି ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହଙ୍କ ସୁନାବେଶ । ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ । ଟାଣ ଖରାରେ ଲମ୍ବା ଲାଇନ୍‌ରେ ଛିଡା ହୋଇଛନ୍ତି ଭକ୍ତ । ତେବେ ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଏବଂ ଘଣ୍ଟା ଘଣ୍ଟା ଧରି ଅପେକ୍ଷା…

ଖାଇବା ତେଲ ଦର ଉପରେ ଲାଗିବ ବଡ଼ ରୋକ

ଗତ କିଛି ସପ୍ତାହରୁ ରିଫାଇଣ୍ଡ ଅଏଲର ଦର ବଢ଼ିବାରେ ଲାଗିଛି। ଏମିତିକି ପ୍ରତିଲିଟର ପିଛା ୨୫ ଟଙ୍କା ବଢ଼ିଥିବା ବେଳେ ବାଦାମ ତେଲ ଦର ୨୦ ରୁ ୩୦ ଟଙ୍କା ପ୍ରତି କିଲୋ ଦରରେ ବଢ଼ିବାକୁ ଲାଗିଛି। କୁହାଯାଉଛି ଯେ ଆଗକୁ ମଧ୍ୟ ଏହାର ଦର ଆହୁରି ବଢ଼ିପାରେ। ଲଗାତାର ଭାବେ ଖାଇବା ତେଲ ଦର ବଢ଼ିବା…

ଦିନକ ପରେ ହୋଲି, ସାତ ରଙ୍ଗରେ ରଙ୍ଗେଇ ହେବେ ରାଜଧାନୀବାସୀ

ଆଉ ଦିନକ ପରେ ହୋଲି । ଫଗୁଣର ରଙ୍ଗ ପେଡ଼ି ଖୋଲି, ସାରା ଦେଶକୁ ରଙ୍ଗରେ ଭିଜେଇବ ଏ ଉତ୍ସବ। ଚାରିଆଡ଼େ ଏଥିପାଇଁ ଉତ୍ସବର ମାହୋଲ । ଇନ୍ଦ୍ରଧନୁର ସପ୍ତରଙ୍ଗରେ ମତୁଆଲା ହେବାକୁ ଏବେ ଚାଲିଛି ଭଳିକି ଭଳି ପ୍ରସ୍ତୁତି । କେବଳ ଶନିବାରକୁ ଅପେକ୍ଷା । ମହାମାରୀ କରୋନା ପାଇଁ ଏଥର ବି ଏକାଠି ହୋଲି…

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପଢ଼ିଆରୀଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭଯୁକ୍ତକୁ ଚିହ୍ନଟ

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପଢ଼ିଆରୀ ହତ୍ୟା ଘଟଣା। ଗୁଳିମାଡ଼ କାଣ୍ଡିରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କଲା ପୋଲିସ ପ୍ରଶାସନ।ଖୁବଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି କନଓ୍ୱାର ବିଶାଳ ସିଂହ କହିଛନ୍ତି ।…

ଏମସିଡି ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଆମ୍ ଆଦମୀ ପାର୍ଟି

ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନକୁ ନେଇ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି । କେନ୍ଦ୍ର ସରକାର ହସ୍ତକ୍ଷେପ ନକରି ଦିଲ୍ଲୀରେ ମୁକ୍ତ, ନିରପେକ୍ଷ ଏବଂ…

ଭଗଓ୍ୱନ୍ତ ମାନଙ୍କ ବଡ ଘୋଷଣା, ଜନତାଙ୍କ ହିତରେ ଏମିତି ନେବି ନିଷ୍ପତ୍ତି

ଟ୍ୱିଟ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ବଡ କଥା କହିଛନ୍ତି । ସେ କହିଛନ୍ତି ପଞ୍ଜାବ ଜନତାଙ୍କ ପାଇଁ ଆଜି ମୁଁ ବଡ ନିଷ୍ପତ୍ତି ନିଆଯିବ । ତାଙ୍କ ପଞ୍ଜାବ ଇତିହାସରେ ଆଜି ପ୍ରଥମ ଘଟଣା ଘଟିବ । ଯାହା ଆଜି ପର୍ଯ୍ୟନ୍ତ କେହି କେବେ ନେଇନଥିବେ । ସୂଚନା ଥାଉକି, ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର…

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ

ଭୁବନେଶ୍ବର ପରେ କଟକରେ ସାଇଲେନ୍ସର୍ ବିକ୍ରି ଉପରେ ଲାଗିଲା ରୋକ । ଏଥିପାଇଁ କଟକର ବିଭିନ୍ନ ସାଇଲେନ୍ସର୍ ବିକ୍ରି ଦୋକାନରେ ଚଢାଉ ହୋଇଛି । ଏହାସହ ସାଇଲେନ୍ସର୍ ଲାଗିଥିବା ଗାଡିର ଯାଞ୍ଚ କରିଛି ଟ୍ରାଫିକ ପୋଲିସ । ୬୨ଟି ସାଇଲେନ୍ସର ସହ ୨୦ଟି ସାଇଲେନ୍ସର ଲଗା ବୁଲେଟ ଜବତ ହୋଇଛି । ଶବ୍ଦ…

ପୌର ଭୋଟ ପାଇଁ ଛୁଟି ଘୋଷଣା

ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି । ଭୋଟ ପାଇଁ ମୋଟ ୩ ଦିନ ଛୁଟି ମିଳିବ । ଅନ୍ୟ ୧୦୬ ସହରାଞ୍ଚଳ କର୍ମଚାରୀଙ୍କୁ ମଧ୍ୟ ଛୁଟି ମିଳିବ । ଏନେଇ ରାଜ୍ୟ…

ପ୍ରଶାନ୍ତ କିଶୋରଙ୍କର ରହିଛି ମୁଖ୍ୟ ଭୂମିକା : TMCରେ ସାମିଲ ହେବା ପରେ ଶତ୍ରୁଘ୍ନ ସିହ୍ନାଙ୍କ ଖୁଲାସା

ସଦ୍ୟ କଂଗ୍ରେସରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ସ୍ୱିଚ୍‌ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଫିଲ୍ମ ଅଭିନେତା ଶତ୍ରୁଘ୍ନ ସିହ୍ନା। ସେ ଏହି କଥାର ଖୁଲାସା ବି କରିଛନ୍ତି କି , ତାଙ୍କର ଏହି ଦଳ ପରିବର୍ତ୍ତନ ପଛରେ କାହାର ହାତ ଅଛି। ସେ କହିଛନ୍ତି ଏହି ପଦକ୍ଷେପ…

ଫଟୋଗ୍ରାଫର ହତ୍ୟାକାଣ୍ଡ ଘଟଣା: ମାନସ ସ୍ୱାଇଁଙ୍କ ଘରୁ ହାର୍ଡ ଡିସ୍କ ଜବତ କରିଛି ଚାନ୍ଦବାଲି ପୋଲିସ୍

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ତାଙ୍କ ଘରୁ ହାର୍ଡ ଡିସ୍କ ଜବତ କରିଛି ଚାନ୍ଦବାଲି ପୋଲିସ। ତାକୁ ସେଣ୍ଟ୍ରାଲ ପୋରନ୍‌ସିକ୍‌ ସାଇଣ୍ଟିଫିକ୍‌ ଲ୍ୟାବ୍‌ କୋଲକତାକୁ ପଠାଯିବ। ସେଥିରେ କଣ ତଥ୍ୟ ରହିଛି ତାହା ଲ୍ୟାବ ରିପୋର୍ଟ ଆସିବା ପରେ ଜଣାପଡିବ। ଏପଟେ ହତ୍ୟାକାଣ୍ଡର ମାଷ୍ଟର…