ମୋଡ ବଦଳେଇପାରେ ଋଷିଆ-ୟୁକ୍ରେନ ଯୁଦ୍ଧ
ଋଷିଆ-ୟୁକ୍ରେନ ଯୁଦ୍ଧରେ ଆସିପାରେ ନୂଆମୋଡ । ଋଷିଆର ପ୍ରଚଣ୍ଡ ମିଜାଇଲ୍ ଆକ୍ରମଣ ସତ୍ତ୍ବେ ହାର୍ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଜେଲେନସ୍କି । ୟୁକ୍ରେନର ଅନେକ ସହର ଧ୍ବଂସ କରିବା ପରେ ବି ଋଷିଆକୁ ପ୍ରତିରୋଧ କରିବା ପାଇଁ ବଳ ଜୁଟାଉଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଗତ ସପ୍ତାହରେ!-->…
