Odia News Portal

ଦେଶ ସୁରକ୍ଷା ପାଇଁ ହାତରେ ବନ୍ଧୁକ ଧରିଲେ ଟେନିସ ଖେଳାଳି

ରାକେଟ ଛାଡ଼ି ବନ୍ଧୁକ ଧରିଲେ ୟୁକ୍ରେନ ଟେନିସ ଖେଳାଳି । ରୁଷ ବିପକ୍ଷ ଯୁଦ୍ଧରେ ବନ୍ଧୁକ ଧରିଲେ ଟେନିସ ଖେଳାଳି ଆଲେକ୍ସଜାଣ୍ଡର । ୟୁକ୍ରେନର ପୂର୍ବତନ ଖେଳାଳି ହାତରେ ବନ୍ଧୁକ ଧରିଛନ୍ତି । ଦେଶ ସୁରକ୍ଷା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଣେ ପୂର୍ବତନ ସାମରିକ ଅଧିକାରୀଙ୍କଠାରୁ…

ଆଜି ସୋନିଆଙ୍କୁ ଭେଟିବେ ଆଜାଦ, ଜି-୨୩ର ପ୍ରସ୍ତାବ ଦେବେ

ଗୁଲାମ ନବୀ ଆଜାଦ ଆଜି ତାଙ୍କ ବାସଭବନରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବେ। ସୋନିଆଙ୍କ ସହ ଆଜାଦ ଅସନ୍ତୁଷ୍ଟ ନେତାଙ୍କ ଗୋଷ୍ଠୀ ଜି-୨୩ର ଏକ ପ୍ରସ୍ତାବ ବିଷୟରେ ଆଲୋଚନା କରିବେ | ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଭଦ୍ରା ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କ ଗୁରୁବାର ଅପରାହ୍ନରେ ୧୨.୧୦ ମିନିଟ ସମୟରେ ବିୟୋଗ ଘଟିଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି…

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା

ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହେବ । ଖରାକୁ ଦେଖି ପ୍ରତିଦିନ ସକାଳ ୯ରୁ ଗୋଟିଏ ସିଟିଂରେ ପରୀକ୍ଷା ହେବ । ରାଜ୍ୟର ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେବେ । …

ଚାହୁଁ ଚାହୁଁ ଜଳିଗଲା ୩ ମହଲା ଦୋକାନ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ କଲମପୁର ଛକ ନିକଟରେ ଥିବା A to Z ସପିଙ୍ଗ ମହଲରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ପୋଡି ଗଲା ତିନି ମହଲା ବିଶିଷ୍ଟ ସପିଙ୍ଗ ମହଲ । ଆନୁମାନିକ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଖାଉଟି ସାମଗ୍ରୀ ଯଥା-ତେଲ , ଡାଲି , ଚାଉଳ , ଫ୍ଯାନ୍ସି ସାମଗ୍ରୀ ଖେଳନା…

ଆହୁରି ୨ ଦିନ ଛଟପଟ କରିବ ଅସହ୍ୟ ତାତି

ସାରା ରାଜ୍ୟରେ ଅଗ୍ନି ବର୍ଷା । ରାଜ୍ୟରେ ତାତି ଆଜି ମଧ୍ୟ ୪୦ ଡିଗ୍ରୀ ସେଲସିୟସ ପାର୍ କରିଛି । ତିନୋଟି ସହର ୪୦ ଉପରେ ରହିଛି । ବଲାଙ୍ଗୀରରେ ସର୍ବାଧିକ ୪୦ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆହୁରି ଦୁଇ ଦିନ ତାତି ବଢିବ । ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୯…

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣା: ୨୪ ଘଣ୍ଟା ପରେ ବି ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପୂର୍ବତନ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ପୋଲିସ ହାତ ଖାଲି। କାଳିଆଙ୍କୁ ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି। ଚିହ୍ନଟ ହୋଇପାରିନାହାଁନ୍ତି ଅପରାଧୀ। କାଳିଆଙ୍କ ଭାଇ ନରସିଂହ…

ଭାରତୀୟ ରାଜନୀତିରେ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକର ହସ୍ତକ୍ଷେପ ଶେଷ କରିବାକୁ ସୋନିଆଙ୍କ ଦାବି

ନିର୍ବାଚନୀ ରାଜନୀତିରେ ସୋସିଆଲ ମିଡିଆ କମ୍ପାନୀଗୁଡିକର ଯୋଜନାବଦ୍ଧ ପ୍ରଭାବ ଓ ହସ୍ତକ୍ଷେପ ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ଏହାକୁ ଶେଷ କରିବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦାବି କରିଛନ୍ତି । ଲୋକସଭାରେ ପ୍ରଶ୍ନକାଳ ସମୟରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ । କିଛି…

ୟୁକ୍ରେନ ଯୁଦ୍ଧରେ ୧୦୩ ଶିଶୁଙ୍କ ମୃତ୍ୟୁ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୧ ଦିନରେ ପହଞ୍ଚିଛି । କିନ୍ତୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ | ସେପଟେ କିଭ୍ ରେ ୨୪ ଘଣ୍ଟିଆ ଲକଡାଉନ୍ ଲଗାଯାଇଛି। କାହାକୁ ରାସ୍ତାରେ ଆସିବାକୁ ଅନୁମତି ନାହିଁ | ରାତିସାରା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ବୁଧବାର…

ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ

ଆଜିଠୁ ପଞ୍ଜାବ ରାଜନୀତିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ଭଗୱନ୍ତ ମାନ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ବନଓ୍ବାରୀ ଲାଲ୍ ପୁରୋହିତ ଏହି ଶପଥ ଗ୍ରହଣ କରାଇଛନ୍ତି । ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍ ଶପଥ ଗ୍ରହଣ…