Odia News Portal

ପୁଅର ଶିଳୁପୁଆ ମାଡରେ ବାପା ମୃତ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ସଦାନନ୍ଦପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କର ନାହାକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,

ମକର ସଂକ୍ରାନ୍ତି ପାଇଁ ଆସିଲା ନୂଆ ଗାଇଡ ଲାଇନ

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଗାଇଡଲାଇନ । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ, ଘାଟ ଓ ପୋଖରୀ ନିକଟରେ ଗହଳି ମନା । ମକରମେଳା ଆୟୋଜନ କରାଯାଇପାରିବ ନାହିଁ । ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ସବୁ ଧାର୍ମିକ ସ୍ଥାନ ବା ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ମନା । ତେବେ

ବ୍ରହ୍ମପୁରରେ ପାଞ୍ଚ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁରରେ ସୋମବାର ବିଳମ୍ବିତ ରାତିରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ କରାଯାଇଥିବା ବେଳେ ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ କରିଛି ପୋଲିସ । ପାଞ୍ଚ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଗାଡି ଚାଳକ । ଗଜପତି ଜିଲ୍ଲାରୁ ବିହାର

ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରଲୋକ

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ । କିଛି ଦିନ ଧରି ଅସୁସ୍ଥତା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ । ମୃତ୍ୟୁ

ଆଇସୋଲେଶନରେ ଥିବା ରୋଗୀଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କଲେ କେଜିରୱାଲ

ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କରିଛନ୍ତି। ଅନ୍ଲାଇନ ଯୋଗେ ଯୋଗ କ୍ଲାସ ଆୟୋଜନ ହେବ ବୋଲି ସେ

ଜିଲ୍ଲା କୋର୍ଟଙ୍କ ରାୟ କୁ ଟାର୍ଗେଟ କଲେ ସୁମିତ

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦରେ ନୂଆମୋଡ । ଗତ ୪ ତାରିଖରେ ହୋଇଥିବା ନିର୍ଦ୍ଦେଶନାମା ଉପରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ସୁମିତ । ଡିମ୍ପଲ, ସୁମିତଙ୍କ ଘରେ ରହିବା ଏବଂ ମାସିକ ୧୭ ହଜାର ଟଙ୍କା ଦେବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ରାଜଧାନୀରେ ମାଞ୍ଜାସୂତା ଲାଗି ୩ ଆହାତ

ଘାତକ ହେଉଛି ମାଞ୍ଜା ସୂତା । ନିକଟରେ ମାଞ୍ଜା ସୂତାରେ କଟକରେ ଜଣଙ୍କର ସୁନାର ସଂସାର ଉଜାଡି ଦେବା ପରେ ଆଜି ପୁଣି ମାଞ୍ଜା ସୂତାରେ ରାଜଧାନୀରେ ୩ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ଡୁମଡୁମା ପାଲା ମଣ୍ଡପ ପାଖରେ ଘଟିଛି ଅଘଟଣ । ମାଞ୍ଜା ସୂତାକୁ ଜବତ କରି ପୋଲିସ ତନାଘନା ଚଳାଇଛି । ପୂର୍ବରୁ

ଆଉ ନାହାନ୍ତି ଆଦିବାସୀ ନେତା ଦୁର୍ଯୋଧନ ମାଝୀ

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଦୁର୍ୟ୍ୟୋଧନ ମାଝୀ । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ସ୍ବର୍ଗତଃ ଦୁର୍ୟ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଆଇସିୟୁରେ ଲତା ମଙ୍ଗେସକର

କରୋନା କବଳରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇ ର ବ୍ରିଚକାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।

ପେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ୫ଟି ପର୍ୟ୍ୟାୟରେ ହେବ ମତଦାନ । ଫ୍ରେବୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ । ଫ୍ରେବୁଆରୀ ୨୬,୨୭, ୨୮ରେ ହେବ ଭୋଟ ଗଣତି । ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି । ଭୋଟ ଗ୍ରହଣ ସରିଲେ