Odia News Portal

ଆଜି ରାଜ୍ୟରେ ୭୦୭୧ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି କରୋନାର ଲମ୍ବା ଆତଙ୍କ । ଗତ ୨୪ଘଣ୍ଟାରେ ଆଉ ୭୦୭୧କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ନୂଆ କେସ ରହିଛି। ସୁନ୍ଦରଗଡରୁ ୧୧୪୭, ସମ୍ବଲପୁରରୁ ୬୦୯ , କଟକରୁ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨୭ହଜାର ୨୧୬।

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ । ରାଜ୍ୟ ନିର୍ବାଚନ କମିଶନ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା କରିପାରନ୍ତି । ଗତକାଲି ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଠାରୁ ମତାମତ ନେଇଥିଲେ କମିଶନ । କରୋନା ଯୋଗୁ ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବାକୁ କିଛି

ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭାରମ୍ଭ

ଭୁବନେଶ୍ୱର : ଅଭିନୟରେ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ ଝିଲିକ୍। ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ କରିଛନ୍ତି ବ୍ୟାକ୍ । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ

ହାଇକୋର୍ଟରେ ପହଞ୍ଚିଲେ ତପସ୍ୱିନୀଙ୍କ ଶ୍ୱଶୁର

ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ କଳହ ମାମଲା । ଏତଲା ଦେବା ପରେ କାର୍ୟ୍ୟାନୁଷ୍ଠାନରେ ବିଳମ୍ବ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରମୋଦ ସାହୁ । ଗତ ଡିସେମ୍ବର ୨୦ ତାରିଖରେ ତପସ୍ୱିନୀ, ପ୍ରମିଳା ତ୍ରିପାଠୀ ଓ ତାଙ୍କ ୩୦ରୁ ଅଧିକ ସହଯୋଗୀ ଅଭଦ୍ର ଭାଷାରେ ଗାଳି ଦେବା

ପୁଣି ରାଜଧାନୀରେ ଯୁବତୀଙ୍କୁ ହତ୍ୟା

ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଘଟିଛି ଏହି ହତ୍ୟାକାଣ୍ଡ । ରବିବାର ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ହତ୍ୟା ହୋଇଥିବା ଯୁବତୀଙ୍କ ନାମସୁରେଖା ପଲେଇ । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ରାଜ୍ୟରେ ୧୦୦ ଟପିଲା ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା

ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ରାଜ୍ୟରେ ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଓଡିଶାରେ ୧୦୦ ଟପିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଗଲା ।

ଟିକା ନନେଇଥିଲେ କରିପାରିବନି ଟ୍ରେନ ଯାତ୍ରା

ଦିନକୁ ଦିନ କରୋନା ଭୂତାଣୁ ବଢି ବଢି ଯାଇଥିବାରୁ ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି। ବାସ୍ତବରେ, ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। କରୋନାଭାଇରସ୍ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ସରକାର

୩ ମାସ ସ୍ଥଗିତ କରାଯାଉ ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିବା ପରେ ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ ରଖିବାକୁ ବିଜେପି, କଂଗ୍ରେସ ଓ ସିପିଏମ୍ ଭଳି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି। ଆଜି ନିର୍ବାଚନ କମିସନଙ୍କ ସର୍ବଦଳୀୟ

ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନ

ଓଡିଶାରେ ୪/୫ ଟି ଜିଲ୍ଲାରେ ଅଧିକା ସଂକ୍ରମଣ ହେଉଛି। ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ଆତଙ୍କ ବଢୁଛି। କିଛି ବିଶେଷଜ୍ଞ କହିଛନ୍ତି ଦିଲ୍ଲୀ,

କରୋନାର ତୃତୀୟ ଲହର ଭୟଙ୍କର ନୁହଁ ଆଇସିଏମଆରଙ୍କ ସୂଚନା

କରୋନା ମହାମାରୀରେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସେତେଟା ଭୟାବହ ଭୟଙ୍କର ହେବନି । ତୃତୀୟ ଲହରରେ ଗୁରୁତର ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ଅବଧି ମଧ୍ୟ କମ ରହିବ । ୩ ମାସ ମଧ୍ୟରେ ତୃତୀୟ ଲହର ପ୍ରଭାବ କମିଯିବ ।