Odia News Portal

୪୫୮୪ ବୁଥ, ୪୨ ଲକ୍ଷ ଭୋଟର

ଆସନ୍ତା ପୌର ନିର୍ବାଚନରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ୱାର୍ଡ ଏବଂ ୩ ମହାନଗରରେ ୧୬୧ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପାଇଁ ୪ହଜାର ୫୮୪ଟି ବୁଥ କରାଯିବ ଏବଂ ୪୨ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ରାଜ୍ୟ ନିର୍ବାଚନ…

ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣେଇବେ ମୁଖ୍ୟମନ୍ତ୍ରୀ

ୟୁକ୍ରେନରୁ ଫେରୁଛନ୍ତି ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଓଡ଼ିଶା ଆସୁଛନ୍ତି । ଦିଲ୍ଲୀରୁ ଭୁବନେଶ୍ବର ଫେରୁଛନ୍ତି ଛାତ୍ରଛାତ୍ରୀ । ଆଉ କିଛି ସମୟ ପରେ ଭୁବନେଶ୍ବର ବିମାନବନ୍ଦରରେ ଲ୍ୟାଣ୍ଡିଂ । ପିଲାଙ୍କୁ ପାଛୋଟି ନେବାକୁ ବିମାନବନ୍ଦରକୁ ଯିବେ…

କିଭରେ ଗୁଳିମାଡ଼ରେ ଆହତ ଭାରତୀୟ ଛାତ୍ର ହରଜୋତ୍ ଆଜି ସ୍ୱଦେଶ ଫେରିବେ

କିଛି ଦିନ ତଳେ ୟୁକ୍ରେନର ରାଜଧାନୀ କିଭରେ ଗୁଳିମାଡ଼ରେ ଆହତ ହୋଇଥିବା ଭାରତୀୟ ଛାତ୍ର ହରଜୋତ ସିଂ ସୋମବାର ସ୍ୱଦେଶ ଫେରୁଛନ୍ତି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାରିଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରୁ ବେସାମରିକ…

ପୌର ନିର୍ବାଚନରେ ଲାଗିବନି କୋଭିଡ୍ କଟକଣା, ସ୍ଥିତି ଦେଖି ନିୟମରେ ହୋଇପାରେ ପରିବର୍ତ୍ତନ

ପୌର ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ନିର୍ବାଚନ ଆୟୋଗ। ସେ କହିଛନ୍ତି ଯେ, ୧୮୯୯ଟି ୱାର୍ଡରେ ପୌର ନିର୍ବାଚନ ହେବ। ଏଥିପାଇଁ ୪୪୭୫ଟି ବୁଥ୍ ପ୍ରସ୍ତୁତ ରହିଛି। ୪୨ ଲକ୍ଷ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରିବେ। ତେବେ ଆଜି ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି।…

ଡ.ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ପୌର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ । ବିଶେଷ କରି ମହାନଗର ନିଗମ ନିର୍ବାଚନକୁ ନେଇ ଶାସକ ବିଜେଡିଠୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ତରଫରୁ ମେୟର ପ୍ରାର୍ଥୀ ଘୋଷଣା ଜାରି ରହିଛି । ରବିବାର ସକାଳେ ବିଜେପି କଟକର ମେୟର ପ୍ରାର୍ଥୀ ଭାବେ ଅଭିନେତା ତଥା ଦଳୀୟ ନେତା…

ଯୁଦ୍ଧ ରୋକିବ ଭାରତ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଏବେ ବି ଜାରି ରହିଛି ଘମାଘୋଟ ଲଢ଼େଇ। ସବୁ ଚେଷ୍ଟା ପରେ ବି ଏହି ଯୁଦ୍ଧ ବନ୍ଦ ହେଉ ନାହିଁ। ଏବେ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ନେଇ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ବାର୍ତ୍ତା ହେବେ। ରିପୋର୍ଟ ମୁତାବକ, ପିଏମ୍‌…

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା: ମହାସ୍ନାନ କଲେ ଶ୍ରୀଜିଉ, ନୀତି ସାମାନ୍ୟ ବିଳମ୍ବ

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା। ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଯାହାଦ୍ବାରା ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ପ୍ରଦାନ…

ଋଷର ସାମୟିକ ଯୁଦ୍ଧବିରତି ଘୋଷଣା, ସାଧାରଣ ଲୋକ ବାହାରକୁ ଯିବାକୁ ଅନୁମତି

କିଭ୍‌, ସୁମିରେ ଋଷର ସାମୟିକ ଯୁଦ୍ଧବିରତି ଘୋଷଣା । ଭାରତୀୟ ସମୟ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା । କିଭ୍‌, ମାରିୟୁପୁଲ, ଖାରକିଭରେ ସାମୟିକ ଯୁଦ୍ଧବିରତି ଘୋଷଣା । ୟୁକ୍ରେନର ୪ ସହରରେ ଯୁଦ୍ଧବିରତି ଘୋଷଣା । ସାଧାରଣ ଲୋକ ବାହାରକୁ ଯିବାକୁ ଅନୁମତି । ଫସିଥିବା ସାଧାରଣ ଲୋକଙ୍କୁ ଉଦ୍ଧାର…

ମଞ୍ଜୁ ରଥ ହେଲେ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

ପୂର୍ବରୁ ବିଜେଡି ଓ ବିଜେପି ତାର ମେୟର ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ଆଜି କଂଗ୍ରେସ ତାର ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥଙ୍କୁ ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛି। ଆଜି ନାମାଙ୍କନର ଶେଷ ଦିନରେ ସେ ପ୍ରାର୍ଥୀପତ୍ର…

ବିଜେପି ତରଫରୁ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ

କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ। ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି। ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାଯାଇଛି। ଶ୍ରୀତମ ଦାସ…