ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ
ଦେଶରେ ଲକ୍ଷେ ଟପିଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୧ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮.୮ ପ୍ରତିଶତ ବଢ଼ିଛି ସଂକ୍ରମଣ। ୧୦ ଦିନରେ ଦୈନିକ ମାମଲା ୧୮ ଗୁଣା ବୃଦ୍ଧି ପାଇଛି। ଡିସେମ୍ବର ୨୮ ତାରିଖରେ ଦେଶରେ କରୋନା ସଂକ୍ରମଣ ଥିଲା ୬ହଜାର ୩୫୮।
ଅନ୍ୟପଟେ ଗତ!-->…
