Odia News Portal

ଯାଜପୁର ଜିଲ୍ଲା ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ କରିଛି । ଯାଜପୁର…

ବିହାରରେ ହଠାତ୍ ଜଳିଗଲା ଟ୍ରେନ୍

ବିହାର ସ୍ଥିତ ମଧୁବାନୀ ରେଳ ଷ୍ଟେସନରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଘଟଣା ସମ୍ନାକୁ ଅସିଛି। ଅନ୍ତତଃ ଟ୍ରେନଟି ଖାଲି ଥିବା ଜଣାପଡିଛି। ତେବେ ଖାଲି ଟ୍ରେନରେ କିପରି ନିଆଁ ଲାଗିଥିଲା, ତାହା ଜଣାପଡ଼ିନାହିଁ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ଷ୍ଟେସନରେ ଥିବା ଅନେକ…

ଜାମ୍ମୁ ଓ କାଶ୍ମୀରର ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ

ଜାମ୍ମୁ ଓ କାଶ୍ମୀରର ସୋପିଆନରେ ଏନକାଉଣ୍ଟର । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଛି ଜଣେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ଜୈନପୋରା ଅଞ୍ଚଳ ଅନ୍ତର୍ଗତ ଚେରମାର୍ଗ ଗ୍ରାମରେ ନିରାପତ୍ତାରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେମାନଙ୍କୁ କାବୁ…

ଭୁବନେଶ୍ୱରରୁ ପୁରୀ ଅଭିମୁଖେ ରାଷ୍ଟ୍ରପତି,ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ…

ପ୍ରାର୍ଥୀ ନୁହଁନ୍ତି ପୋଲିସ ଦେଖାଉଛନ୍ତି ମହାନତା

କଳାହାଣ୍ଡି: ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କଳାହାଣ୍ଡି ପୋଲିସ ତରଫରୁ ଅସହାୟ ବିକଳାଙ୍ଗ ଓ ବୃଦ୍ଧାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କମିଶନ ତରଫରୁ ଦିବ୍ୟାଙ୍ଗ ଓ ବୃଦ୍ଧ ମାନଙ୍କ ପାଇଁ କୋଣସି ପ୍ରକାର ହୁଇଲ…

ରାଜଧାନୀରେ ବାଲ୍ୟ ବିବାହ

ରାଜଧାନୀରେ ବାଲ୍ୟ ବିବାହ । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅର ବାହାଘର । ବାହାଘର ସରିଥିଲା, ହେଲେ କନ୍ୟାର ବିବାହ ବୟସ ହୋଇନଥିବାରୁ କନ୍ୟାକୁ ମଣ୍ଡପରୁ ଉଦ୍ଧାର କରିଛି ପୋଲିସ । ଯାହା ଫଳରେ ଶିଶୁପାଳ ହୋଇ ଫେରିଛି ବର । ଏହା କୌଣସି ଗ୍ରାମାଞ୍ଚଳ ଦୃଶ୍ୟ ନୁହେଁ ଖୋଦ ରାଜଧାନୀ…

ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ

ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସୁନାରି ସିକୁଁଆ ଗାଁ’ର ସରପଞ୍ଚ ପ୍ରାର୍ଥୀ ଚୂଳ ବୈଠାରୁଙ୍କୁ ଗୁରୁତର ଅବସ୍ଥାରେ ଗାଁ ରାସ୍ତା ପୋଲତଳୁ ଉଦ୍ଧାର କରାଯାଇଛି । ତାଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…

ଆନ୍ଧ୍ରରେ ଓଡିଶା ବସ୍ ଦୁର୍ଘଟଣାଗ୍ରସ୍ତ,୪୭ ଆହତ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ନିକଟରେ ଦୁର୍ଘଟଣା ବସ ଦୁର୍ଘଟଣା ହୋଇଛି। ଏହି ବସ୍ ଓଡିଶାରୁ ଦାଦନ ଶ୍ରମିକ ନେଇ କେରଳ ଯାଉଥିଲା। ଏନଏଚ ୫ ରଣସରନ ନିକଟରେ ଟ୍ରକକୁ ଧକ୍କା ଦେଲା ବସ୍। ବସ୍ରେ ଥିବା ୪୭ ଜଣ ଆହତ ହୋଇଛନ୍ତି। ଏହାଛଡା ୩୩ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରୁଛି ପ୍ରଚାର, ୨୦ରେ ଭୋଟ୍

ତୃତୀୟ ପର୍ଯ୍ୟାୟ ପାଇଁ ଉତ୍ତରପ୍ରଦେଶରେ କମ୍ପୁଛି କ୍ୟାମ୍ପେନ । ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ଆଜି ସନ୍ଧ୍ୟା ୬ଟା ସୁଧା ଶେଷ ହେବ ପ୍ରଚାର । ଏହି ପର୍ଯ୍ୟାୟରେ ୧୬ ଜିଲ୍ଲାରେ ୫୯ ସିଟ ପାଇଁ ମତଦାନ ହେବ । ଦୁଇ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ଓ ବିଜେପି ପାଇଁ ଏହି ପର୍ଯ୍ୟାୟ ଅତ୍ୟନ୍ତ…

ବିହାରରୁ ଏକାସାଙ୍ଗରେ ଧରାପଡ଼ିଲେ ୩୩ଜଣ ସାଇବର ଅପରାଧି

ବିହାରର ନୱାଦା ଜିଲ୍ଲାରେ ଏବେ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ଏଠାରେ ଲଗାତାର ଅଭିଯାନ ଚଲାଇଛି । ଏହାମଧ୍ୟରେ ବିହାର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଅପରାଧ ଅଭିଯୋଗରେ କରାଯାଇଥିବା ଅଭିଯାନ ସମୟରେ ପୋଲିସ ଏକା ସାଙ୍ଗରେ ୩୩ଜଣ ସାଇବର…