Odia News Portal

ହିଜାବ ମାମଲା: ଓକିଲଙ୍କ ଅଜବ ଯୁକ୍ତି

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନା ନେଉଁନାହିଁ। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ମୁସଲମାନ ଛାତ୍ରୀମାନଙ୍କୁ ଅନୁମତି ଦିଆଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି। ମାମଲାରେ କୋର୍ଟରେ ଶୁଣାଣି ଜାରି ରହିଛି। ଏନେଇ ଆବେଦକଙ୍କ ଓକିଲ ବିନୋଦ କୁଲକର୍ଣ୍ଣି କୋର୍ଟରେ କହିଛନ୍ତି ଯେ ହିଜାବ…

ୟୁକ୍ରେନ ସୀମାରେ ସୈନିକ ମୁତୟନ କଲା ରୁଷ

ରୁଷ ଓ ୟୁକ୍ରେନ୍‌ ଭିତରେ ଥମିନି ଯୁଦ୍ଧ ବିପଦ। ରୁଷ ପୂର୍ବରୁ ଦାବି କରିଥିଲା ଯେ, ତା’ର ସେନା ୟୁକ୍ରେନ୍‌ର ସୀମାରୁ ପଛକୁ ଫେରିବାରେ ଲାଗିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଭଳି ହୋଇନଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବେଲାରୁସ, କ୍ରିମିୟା ଓ ପଶ୍ଚିମ ରୁଷର ସୀମାରେ ମଧ୍ୟ ଏବେ…

ବ୍ରାଜିଲରେ ପ୍ରବଳ ବର୍ଷା, ଭୂସ୍ଖଳନରେ ୭୮ ମୃତ

ବ୍ରାଜିଲରେ ପ୍ରବଳ ବର୍ଷା ଓ ବନ୍ୟା । ଲଗାତାର ତିନି ଦିନ ବର୍ଷା ପରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଭୂସ୍ଖଳନରେ ୭୮ ଜଣ ପ୍ରାଣ ହରାଇଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ…

ଧିରେ ଧିରେ ଖୋଲୁଛି ଡାକ୍ତର ଙ୍କ ଗୁମର

ନିଜକୁ ଡାକ୍ତର ର ପରିଚୟ ଦେଇ ୧୭ ଯୁବତୀଙ୍କୁ ବାହା ହୋଇଥିବା ନକଲି ଡାକ୍ତର ମାଟ୍ରିକ ପାସ୍ କରିନାହାଁନ୍ତି । ତାଙ୍କ ସମ୍ପର୍କୀୟମାନେ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୋଲିସ ଯାଞ୍ଚ କରିବ ବୋଲି ଡିସିପି କହିଛନ୍ତି । କଟକ ଓ ବଡମ୍ବାରେ ଏହି ନକଲି ଡାକ୍ତରଙ୍କର ଦୁଇଟି…

ଧିରେ ଧିରେ ଖୋଲୁଛି ଡାକ୍ତର ଙ୍କ ଗୁମର

ନିଜକୁ ଡାକ୍ତର ର ପରିଚୟ ଦେଇ ୧୭ ଯୁବତୀଙ୍କୁ ବାହା ହୋଇଥିବା ନକଲି ଡାକ୍ତର ମାଟ୍ରିକ ପାସ୍ କରିନାହାଁନ୍ତି । ତାଙ୍କ ସମ୍ପର୍କୀୟମାନେ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୋଲିସ ଯାଞ୍ଚ କରିବ ବୋଲି ଡିସିପି କହିଛନ୍ତି । କଟକ ଓ ବଡମ୍ବାରେ ଏହି ନକଲି ଡାକ୍ତରଙ୍କର ଦୁଇଟି…

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୯ ତାରିଖରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଥିବା ବେଳେ ଏବେ ପୁଣି ଥରେ ତାଙ୍କ ରହଣୀସ୍ଥଳକୁ ନେଇ ସାମାନ୍ୟ ପରିବର୍ତ୍ତନ ହୋଇଛି । ୧୯ ତାରିଖରେ ରାଜଭବନ ପରିବର୍ତ୍ତେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ପୂର୍ବରୁ ରାଜଭବନରେ ରହିବା ନେଇ…

ପୁଅ ପାଇଁ ପ୍ରଚାର କଲେ ମୁଲାୟମ

ସମାଜବାଦୀ ପାର୍ଟିର ନିର୍ମାତା ମୁଲାୟମ ସିଂ ଯାଦବ ଦୀର୍ଘ ସମୟ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଦିନ ସେ ମେନରୀର କରହଲ ଠାରେ ସପାର କର୍ମକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ମୁଲାୟମ ସିଂ ଯାଦବ ପୁଅ ତଥା ଦଳର ସଭାପତି ଅଖିଳେଶ ଯାଦବଙ୍କ…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ

ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ। ଭୋଟ ହାର ରହିଛି ୭୭.୨% । ବୌଦ୍ଧରେ ସର୍ବାଧିକ ୮୪.୭% ମତଦାନ ରେକର୍ଡ କରାଯାଇଛି। ଗଞ୍ଜାମରେ ସର୍ବନିମ୍ନ ୬୪.୯୬% ମତଦାନ ହୋଇଛି। ଦେବଗଡ଼ରେ ୮୩.୭୫%, ଅନୁଗୁଳରେ ୮୨.୬% ଓ ଝାରସୁଗୁଡ଼ାରେ ୮୨.୧ପ୍ରତିଶତ ମତଦାନ ହୋଇଛି। ଖୋର୍ଦ୍ଧାରେ…

ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ

ଭୁବନେଶ୍ୱର ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ । ଓଭରବ୍ରିଜ୍ ଉପରେ ଯୁବକ ଜଣଙ୍କ ଯାଉଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଏ ସେହି ଯୁବକ । ତାଙ୍କର ପରିଚୟ…

ଗିରଫ ହେଲେ କୋଟିପତି ଡାକ୍ତର

ଭିଜିଲାନ୍ସ ଇତିହାସରେ ରେକର୍ଡ । ଡାକ୍ତରଙ୍କ ସମ୍ପତ୍ତି ଦେଖି ଜଳକା ହେଇଗଲେ ଭିଜିଲାନ୍ସ ଅଧିକାରୀ । ଗିରଫ ହୋଇଛନ୍ତି କାକଟପୁର ଚାରିଛକରେ କାର୍ୟ୍ୟରତ ଡାକ୍ତର ସୁକାନ୍ତ ଜେନା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଖୋଲିଛି ଡାକ୍ତର…