ରାଜ୍ୟରେ ଦ୍ୱୀତୀୟ ପର୍ଯ୍ୟାୟ ଭୋଟ୍ ଶେଷ : ୭୧% ମତଦାନ,ଶୃଙ୍ଖଳାର ସହ ଭୋଟ ଗ୍ରହଣ
ରାଜ୍ୟରେ ମୋଟ ୭୧% ହୋଇଛି ମତଦାନ । ଏହି ପର୍ଯ୍ୟାୟରେ ମୋଟ ୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ରହିଥିଲେ । ରାଜ୍ୟରେ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକର ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମୋଟ ୬୮ଟି ବ୍ଲକର ୧୫୧୪ ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ!-->…
