Odia News Portal

୫ ରାଜ୍ୟ ପାଇଁ ମନା ରାଲି ଓ ରୋଡ ଶୋ

ବଢ଼ୁଛି କୋଭିଡ ସଂକ୍ରମଣ, ନିର୍ବାଚନ ପାଇଁ ହଟିବନି କଟକଣା । ୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ଶୋଭାଯାତ୍ରା ଓ ରୋଡ୍ ଶୋ ଉପରେ କଟକଣା ଜାରି କରାଯାଇଛି ।। କୋଭିଡ ସଂକ୍ରମଣ ଓ ଟିକାକରଣ ସ୍ଥିତିକୁ ନେଇ ଶନିବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ଏହି

ଶାନ୍ତିଲତା ବସ୍ ଦୁର୍ଘଟଣା:ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କର ଦୁଇ ଲକ୍ଷ ଟଙ୍କା ସହାୟତା

ଆଜି ବାଲେଶ୍ବର ସୋର ଠାରେ ଶାନ୍ତିଲତା ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ୟାକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ପୁଣି ଏକାଠି ହେବେ କି ଏହି ଯୋଡି

ସାଉଥ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚର୍ଚ୍ଚିତ ଯୋଡି ସାମନ୍ଥା ଓ ନାଗା ଚୈତନ୍ୟ ଗତ ବର୍ଷ ନିଜ ବିବାହ ବିଚ୍ଛେଦର ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଦୁହେଁ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିବାହ ବିଚ୍ଛେଦ ପରଠାରୁ ଦୁହେଁ ଚର୍ଚ୍ଚାରେ

ମାଆ ବନିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍ ଓ ହଲିଉଡ୍ର କପଲ ତଥା ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍ରେ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’ ବନିଥିବା ନେଇ ସୂଚନା

ବିମାନ ନୁହେଁ ଏଣିକି ଗାଁ ଲୋକଙ୍କ ସେବା କରିବେ

ବାରିପଦା: ଲୋକଙ୍କ ସେବା କରିବାର ଇଚ୍ଛା ନେଇ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ଜଣେ ଏୟାର ହୋଷ୍ଟେସ୍ । ଦିନେ ଆକାଶରେ ଉଡ଼ୁଥିବା ମୟୂରଭଞ୍ଜର ଝିଅ ଆଜି ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି। ତେଣୁ ଚାକଚକ୍ୟ ଭରା ସୌଖିନ ଜୀବନ ଛାଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର

ନିର୍ବଚନରେ ଉପହାର ବାଣ୍ଟୁଥିବା ଦଳକୁ କରାଯିବ ବ୍ୟାନ

ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଉପହାର ବାଣ୍ଟୁଥିବା ରାଜନୈତିକ ଦଳର ମାନ୍ୟତା ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ପିଟିସନ୍। ଏହି ପିଟିସନ୍ରେ କୁହାଯାଇଛି ଯେ ରାଜନୈତିକ ଦଳଗୁଡ଼ିକ ସରକାରୀ ଅର୍ଥକୁ ବ୍ୟବହାର କରି ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଉପହାର

ରାଜ୍ୟରେ ବଢିବ ତାପମାତ୍ରା

ରାଜ୍ୟରେ ଅଦିନିଆ ବର୍ଷା ସାଙ୍ଗକୁ ବଢିବ ତାପମାତ୍ରା । ପଶ୍ଚିମା ଝଡ଼ ପ୍ରଭାବରେ ଓଡିଶାରେ ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫା

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ବଢିଲା ଅଡୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରି ଫସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଯୋଜନା ଓ ଅନୁଧ୍ୟାନ କମିଟିର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଆସିଷ୍ଟାଣ୍ଡ ଡାଇରେକ୍ଟର

ଟ୍ରକ ଧକ୍କାରେ ଓଲଟିଲା ଯାତ୍ରୀବାହୀ ବସ୍

ବାଲେଶ୍ୱର : ଜାତୀୟ ରାଜପଥରେ ଘଟିଛି ଏକ ବଡ଼ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୧୦ ଫୁଟ୍ ତଳକୁ ଓଲଟି ପଡ଼ିଛି ବସ୍ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ସ୍ଥାନୀୟ ମେଡିକାଲ୍ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ

କୋଭିଡ ରୋଗୀ ୩ ମାସ ପର୍ଯ୍ୟନ୍ତ ନେଇପାରିବେନି ପ୍ରିକସନ ଟିକା

କୋଭିଡ଼ ହୋଇଥିଲେ ପ୍ରିକସନ ଡୋଜ୍ ୩ ମାସ ଘୁଞ୍ଚିବ । କରୋନା ହୋଇଥିଲେ ସୁସ୍ଥର ୩ ମାସ ପର୍ୟ୍ୟନ୍ତ ନେଇପାରିବେ ନାହିଁ ପ୍ରିକସନ ଡୋଜ୍ । ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି