ମୁମ୍ବାଇରେ ଅଗ୍ନିକାଣ୍ଡ ୭ ମୃତ
ମୁମ୍ବାଇର କମଲା ବିଲ୍ଡିଂରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଟରେଡୋରେ ଥିବା ଭାଟିଆ ହସ୍ପିଟାଲ ନିକଟରେ ଥିବା ୨୦ ମହଲା କୋଠାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଆହତ ହୋଇଥିବା!-->…
