Odia News Portal

ଯୈାତୁକ ଦାବିରେ ବଧୁ ହତ୍ୟା ଅଭିଯୋଗ

ତିର୍ତ୍ତୋଲ ଥାନା ଅର୍ନ୍ତଗତ ଅଲଣା ଗ୍ରାମର ଗଙ୍ଗାଧର ଦାସଙ୍କ ସାନଝିଅ ସରସ୍ୱତୀ ଦାସକୁ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଚାରିବର୍ଷ ତଳେ କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ବିଶ୍ୱଜିତ ସାମଲଙ୍କୁ ପ୍ରେମ ବିବାହ କରିଥିଲେ ସରସ୍ୱତୀ । ବିବାହର ମାତ୍ର…

ଦିଲ୍ଲୀରେ କୋହଳ ହେଲା କଟକଣା

ଦିଲ୍ଲୀରେ ସୋମବାରଠାରୁ ଖୋଲିବ ସ୍କୁଲ । ଡିଡିଏମ ବୈଠକ ପରେ କଟକଣା କୋହଳ କରାଯାଇଛି । ୭ରୁ ସ୍କୁଲ , କଲେଜ , କୋଚିଂ ଖୋଲିବାକୁ ମିଳିଛି ଅନୁମତି । ରାତି ୧୧ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ୧୦୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । କଟକଣାରେ ଜିମ୍ , ସ୍ପା…

ବାରବାଟୀରେ ହେବ ଟି-୨୦ ମ୍ୟାଚ

ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରାଯାଇଛି । ଫେବ୍ରୁଆରୀ ୧୫ରେ…

ଅମ୍ବାନିଙ୍କୁ ଟପିଲେ ଆଦାନୀ

ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ । ମୁକେଶ ଅମ୍ବାନୀଙ୍କୁ ଧନୀ ତାଲିକାରେ ପଛରେ ପକାଇଦେଇଛନ୍ତି ଅଦାନୀ । ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ତାଲିକା ଅନୁସାରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର ୧୦ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ସେହିପରି…

ହାଇକୋର୍ଟରେ ଜାମିନ ଆବେଦନ କଲେ ଜୁଏଲ ଓରାମ

ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କଲେ ମନ୍ତ୍ରୀ ଓ ସାଂସଦ । ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ମୟୂରଭଞ୍ଜ…

ଗଛରେ ପିଟି ହେଲା ବରଯାତ୍ରୀ ଗାଡି ୩ ମୃତ

ଖୁସି ମୁହୂର୍ତ୍ତରେ ମାଡି ଆସିଲା ଦୁଃଖର କଳା ବାଦଲ । ଦେଖୁ ଦେଖୁ ନିମିଷକ ଭିତରେ ସବୁ କିଛି ହୋଇଗଲା ଛାରଖାର୍ । ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୩ ମୃତ। କୋଟଗଡ଼ ଥାନା କୁଟିବାଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁସାରେ, ମୋଦାଙ୍ଗିକୁ ଭୋଜି ଖାଇବାକୁ…

ଚଳିତ ବର୍ଷ ନିଟ ପଜି ପରୀକ୍ଷା ସ୍ଥଗିତ

ଚଳିତବର୍ଷ ନିଟ୍ ପିଜି-୨୦୨୨ ପରୀକ୍ଷା ସ୍ଥଗିତ କରାଯାଇଛି । ଏହି ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ୬ରୁ ୮ ସପ୍ତାହ ପର୍ୟ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲା।…

ଚଳିତ ବର୍ଷ ନିଟ ପଜି ପରୀକ୍ଷା ସ୍ଥଗିତ

ଚଳିତବର୍ଷ ନିଟ୍ ପିଜି-୨୦୨୨ ପରୀକ୍ଷା ସ୍ଥଗିତ କରାଯାଇଛି । ଏହି ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ୬ରୁ ୮ ସପ୍ତାହ ପର୍ୟ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲା।…

ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ

କନ୍ଧମାଳ: ବାଲିଗୁଡ଼ା ଥାନା ମହାସିଙ୍ଗ ଖଡଗ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହାସିଙ୍ଗ ଗ୍ରାମର ସୁବାସ ଗାଉଁଟିଆ। ସୂଚନାଅନୁସାରେ , ଆଜି ସକାଳେ ମୃତ ସୁବାଷ ମହାସିଙ୍ଗ ଗ୍ରାମ ଦେଇ ଯାଇଥିବା ଖଡଗ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଅସାବଧାନତା…

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ । ବିଜୁ ଜନତା ଦଳରେ ମିଶିଲେ ୧୦୦ରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ । ଝାରସୁଗୁଡା କାଳିବାଡି ସ୍ଥିତ ବିଜେଡି କାର୍ୟ୍ୟାଳୟରେ ହୋଇଛନ୍ତି ସାମିଲ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ…