ସ୍ମାର୍ଟ କାର୍ଡରେ ଯୋଡି ହେବ ଆଉ ୨ଟି ଜିଲ୍ଲା
ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ଯୋଡି ହେବ ଆଉ ଦୁଇ ଜିଲ୍ଲା । ଆଜି ସୋନପୁର ଓ ବୌଦ୍ଧ ଜିଲ୍ଲାର ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ହେଲ୍ଥ କାର୍ଟ ବଂଟନ କରାଯିବ । ଏହା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହି ସ୍ମାର୍ଟ!-->…
