Odia News Portal

ତୃତୀୟ ଲହରୀରେ ଓଡିଶାରେ ୯୫ ପ୍ରତିଶତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି

ଓମିକ୍ରନର ସଂକ୍ରମଣ ବଢି ବଢି ଯାଉଛି। କିନ୍ତୁ ଏହାର ପ୍ରଭାବ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫ ପ୍ରତିଶତ ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ସୂଚନା ଦେଇଛନ୍ତି…

ରାଜ୍ୟରେ ୩୦୦ ଟପିଲା ଓମିକ୍ରନ ସଂଖ୍ୟା

ଓଡିଶାରେ ଆଉ ୧୪୫ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ ରେ ପହଞ୍ଚିଛି । ଆଉ ୧୪୫ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ ILS ଅବଗତ କରିଛି । ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ…

ଫେବୃୟାରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହେବ

ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛି । ତେବେ ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନାରେ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି । ପୂର୍ବ ବ୍ୟବସ୍ଥା…

ଜଳିଗଲା ଚଳନ୍ତା କାର

କଟକ: ଜଳିଗଲା ଚଳନ୍ତା କାର୍ । କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ ଚଳନ୍ତା କାରରେ ଲାଗିଲା ନିଆଁ । ସଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ କାରରେ ନିଆଁ ଲାଗିଥିବାବେଳେ ଏଥିରେ କେହି ଆହତ ହୋଇନାହାନ୍ତି । କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା ।…

ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଞ୍ଚିଲା ୩୦ ହଜରା ଓମିସିୟୋର କିଟ୍

ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଁଞ୍ଚିଲା ଓମିସିଓର କିଟ୍। ୩୦ ହଜାର ଓମିସିୟୋର୍ କିଟ୍ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ RMRC କୁ କିଟ୍ ପ୍ରଦାନ କରାଯାଇଛି। ପ୍ରାଥମିକ ପର୍ୟ୍ୟାୟରେ ବ୍ରହ୍ମପୁର, କଟକ , ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର କରାଯିବ କିଟ୍। କିଟ୍ ଆସିବା ପରେ…

ଚାଲିଛି ପଞ୍ଚାୟତ ନିର୍ବାଚନ ର ନାମାଙ୍କନ ପ୍ରକ୍ରିୟା

ଆଜି ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ତୃତୀୟ ଦିନ। ଦ୍ୱିତୀୟ ଦିନରେ ୪୨ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୦୩୪ ସମିତି ସଭ୍ୟ ପ୍ରାର୍ଥୀ, ୧୫୪୬ ସରପଞ୍ଚ ପ୍ରାର୍ଥୀ ଓ ୧୦ ହଜାର ୭୩୪ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦୁଇ ଦିନରେ ଜିଲ୍ଲା…

ରାଜଧାନୀର ଏକ ନମ୍ବର ହାଟ ସ୍ଥାନାନ୍ତର

ରାଜଧାନୀ ଭୁବନେଶ୍ୱରରେ ପୁଣି ହାଟ ସ୍ଥାନାନ୍ତର। କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟର ସ୍ଥାନାନ୍ତରୀକରଣ କରାଯାଇଛି। । ୟୁନିଟ୍-୧ର ଗହଳିପୂର୍ଣ୍ଣ ହାଟକୁ ପୁଣି ୟୁନିଟ୍-୧ ହାଇସ୍କୁଲ୍ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତ୍ୱ ସହ ଦୋକାନୀ ଓ ଗ୍ରାହକ ଉଭୟ…

ଜାଣନ୍ତୁ ଓମିକ୍ରନର ପ୍ରାଥମିକ ଲକ୍ଷଣ

ଦେଶରେ କରୋନା ଭାଇରସ ଯୋଗୁ ଆତଙ୍କ ବଢି ବଢି ଲାଗିଛି । ପ୍ରତିଦିନ କରୋନାର ନୂଆ ମାମଲା ଦେଖିବାକୁ ମିଳୁଛି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ମଧ୍ୟ ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି । ତେବେ ଆପଣ ଓମିକ୍ରନ ସଂକ୍ରମଣରେ ଅଛନ୍ତି କି ନାହିଁ ଜାଣି ପାରିବେ ଏହି ଲକ୍ଷଣରୁ କରୋନା…

ଆତ୍ମହତ୍ୟା କଲେ ଯବାନ

ନୁଆପଡା: କୋମନା ଥାନା ଅନ୍ତର୍ଗତ ବରକୋଟ ଗାଁରେ ଥିବା CRPF କ୍ୟାମ୍ପରେ ଘଟିଛି ଅଘଟଣ । ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଯବାନ । ମୃତ ଯବାନ ହେଲେ ରାମ ପ୍ରତାପ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ବରିଷ୍ଠ ଅଧିକାରୀ ।…

ନିଶା କାରବାର ଉପରେ ଲଗିଲା ରୋକ୍

ରାଜ୍ୟରେ ବୃଦ୍ଧି ପାଉଥିବା ନିଶା କାରବାର ଉପରେ ରୋକ ଲାଗିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଟାସ୍କ ଫୋର୍ସର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ…