Odia News Portal

ମେଡିସିନ କିଣିବା ବାହାନାରେ ଦୋକାନରୁ ଲୁଟ୍

ଭୁବନେଶ୍ୱରରେ ମେଡିସିନ ଦୋକାନରୁ ଲୁଟ୍‌ । ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୩ ଜଣ ଲୁଟେରା ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟିନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଲୁଟ୍ ଘଟଣା ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋର…

ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପାର୍ଥୀପତ୍ର ଦାଖଲ

ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ବହୁ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କରୋନା କଟକଣାରେ ସମର୍ଥକଙ୍କ ଗହଣରେ ଆସି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । କାଲି…

କୟାଁ ପଞ୍ଚାୟତରୁ ସମିତିସଭ୍ୟ ପାର୍ଥୀ ହେଲେ ଜୟପ୍ରକାଶ

ଦଶରଥପୁର : ଦଶରଥପୁର ବ୍ଲକ କୟାଁ ପଞ୍ଚାୟତରେ ସମିତିସଭ୍ୟ ପାର୍ଥୀ ହେଲେ ଜୟପ୍ରକାଶ । ଗତକାଲ କୟାଁ ପୂର୍ବାଞ୍ଚଳ ବିକାଶମଞ୍ଚର ସଭାପତି ତଥା ଯୁବ ସମାଜସେବି ଜୟପ୍ରକାଶ ନାୟକ ମା ଜୟଚଣ୍ଡୀଙ୍କ ନିକଟରୁ ପୂଜାର୍ଚ୍ଚନା ସାରିବା ପରେ ଆଜି କୋଭିଡ କଟକଣା ମଧ୍ୟରେ ଦଶରଥପୁର ବ୍ଲକ କାର୍ୟ୍ୟଳୟ ପରିସରରେ…

ଜାଣନ୍ତୁ ଡାଳିମ୍ବର ଔଷଧିୟ ଗୁଣ ବିଷୟରେ

କରୋନା ମହାମାରୀ ସମୟରେ ସମସ୍ତେ ନିଜ ଇମ୍ୟୁନିଟି ବଢ଼ାଇବାରେ ଲାଗିଛନ୍ତି। ଏକ୍ସପର୍ଟଙ୍କ ମୁତାବିକ ପ୍ରକୃତରେ ଏହି ଭାଇରସର କୌଣସି ସଠିକ ଚିକିତ୍ସା ନାହିଁ। କିନ୍ତୁ ଆପଣ ସତର୍କ ରହିପାରିବେ। ନିଜ ଜୀବନଶୈଳୀକୁ ଆପଣ ପରିବର୍ତ୍ତନ କରିପାରବେ ।ଏହି ସ୍ଥଳରେ ଆପଣଙ୍କୁ କେବଳ ଶରୀରକୁ ମଜବୁତ…

ଜବତ ହେଲା ବେଆଇନ କଫସିରଫ

ବଲାଙ୍ଗୀର: ବହୁତ ପରିମାଣର ବେଆଇନ କଫସିରଫ ଜବତ । ସଦର ଥାନା ପୋଲିସ ଦ୍ୱାରା ୫ହଜାର ୨୮୦ ବୋତଲ କଫ୍ ସିରଫ ଜବତ୍ ହୋଇଛି । ଘଟଣାରେ ତିନି ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଲୁହାସିହା ଗାଁର କୁଖ୍ୟାତ କଫସିରଫ ମାଫିଆ ଗୋଲୁ ଓରଫ ଲଷ୍ମୀ ନାରାୟଣ ଧଳ ଦୁଇ ସହଯୋଗୀ…

ପୁଣି ବଢିଲା ସୁନା ଦର ଜାଣନ୍ତୁ ଆପଣଙ୍କ ସହରରେ କେତେ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୭୦୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୫,୫୫୦ ଟଙ୍କା ଓ…

ଦିଲ୍ଲୀରେ ଉଠିବନି ସପ୍ତାହନ୍ତ କର୍ଫ୍ୟୁ

ଦିଲ୍ଲୀରେ ଜାରି ରହିବ ସପ୍ତାହାନ୍ତ କର୍ଫ୍ୟୁ । ଏହାସହିତ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଚାଲୁ ରହିବ । କରୋନା ସଙ୍କ୍ରମଣ କମିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉପରାଜ୍ୟପାଳ ଅନିଲ ବେଜଲ ଏହାକୁ ମଞ୍ଜୁରୀ ଦେଇନାହାଁନ୍ତି । ୫୦…

ଶୁଆ କୁ ନେଇ ଚର୍ଚ୍ଚା କୋକୋ ରହିବ କୋଉଠି

ଶୁଆ କୋକୋକୁ ନେଇ ଥମୁନି ଚର୍ଚ୍ଚା। ମାଲିକାଣୀଙ୍କ ପାଖକୁ ଏବେ ଫେରିବନି କୋକୋ । ନନ୍ଦନକାନନକୁ ମଧ୍ୟ ଏବେ ଯିବନି ଶୁଆ କୋକୋ । ବର୍ତ୍ତମାନ କଟକ ରେଞ୍ଜ ଅଫିସରେ କୋକୋ ଅଛି । ସେଠାରେ ଶୁଆ ର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରହିଛି । କୋକୋ ଏବେ ଭଲ ଅଛି। ଭୁବନେଶ୍ୱର ପାତ୍ରପଡା ମେଡିସନାଲ…

ଟିକାକରଣରେ ରେକର୍ଡ କଲା ବିଏମସି

ଟିକାକରଣରେ ରେକର୍ଡ କଲା ବିଏମସି । ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୦୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡୋଜ ନେଇଥିବା ବେଳେ, ୧୩ ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିପରି ଭାବରେ ୧୫ ରୁ ୧୮ ବର୍ଷ କିଶୋର ବର୍ଗରେ ବର୍ତ୍ତମାନ…

ବାପାଙ୍କ ସଂପତିରେ ଝିଅର ଅଧିକାର ଅଛି ସୁପ୍ରିମ କୋର୍ଟଙ୍କ ରାୟ

ବାପାଙ୍କ ସମ୍ପତ୍ତିରେ ଝିଅର ମଧ୍ୟ ସମାନ ଅଧିକାର ଅଛି। ସୁପ୍ରିମକୋର୍ଟ ଗୁରୁବାର ଦିନ ଜଣେ ହିନ୍ଦୁ ମହିଳାଙ୍କ ସମ୍ପତ୍ତିରେ ଉତ୍ତରାଧିକାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିବାବେଳେ କହିଛନ୍ତି ଯେ ବିନା ଇଚ୍ଛାରେ ମୃତ୍ୟୁବରଣ କରିଥିବା ଜଣେ ହିନ୍ଦୁ ପୁରୁଷର ଝିଅ ପିତାଙ୍କ…