Odia News Portal

ଦୀର୍ଘ ୪ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ଶାହାରୁଖ ଖାନ

ସୁପରଷ୍ଟାର କିଙ୍ଗଖାନଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ପାଇଁ ଚ୍ୟାଲେଞ୍ଜିଗ ଥିଲା ।ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରି ଶାହାରୁଖ ଖାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାରି ମାସରୁ ଅଧିକ ସମୟ ପରେ ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ…

ନିର୍ଭୟାକୁ ନ୍ୟାୟ ଦେଇଥିବା ଓକିଲ ହେବେ ବିଏସପିରୁ ପାର୍ଥୀ

ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ଓକିଲ ସୀମା କୁଶବାହ । ନିର୍ଭୟାକୁ ନ୍ୟାୟ ଦେବାରେ ସଫଳ ହୋଇଥିଲେ ଓକିଲ ସୀମା । ସେତେବେଳେ ସୀମାଙ୍କୁ ସାରା ଦେଶ ସାବାସୀ ଦେଇଥିଲା । ଏବେ ସୀମା ରାଜନୀତିରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛନ୍ତି । ସେ ଆଜି ବହୁଜନ ସମାଜ ପାର୍ଟି…

ଓଡିଶାରେ ମୁଖ୍ୟମନ୍ତ୍ରୀ ଆୟେଜିତ କରିବେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ପ୍ରଥମ ଥର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଆସନ୍ତା ୨୫ରୁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ ଟୁର୍ଣ୍ଣାମେଣ୍ଟ । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ସାରା…

ମାଲକାନଗିରରେ ମାଓବାଦୀ ଏନକାଉଣ୍ଟର

ମାଲକାନଗିରି: ମାଲକାନଗିରି ସୀମାରେ ପୋଲିସ ର ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ମହୁପଦର ଏଲଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନି ନାଁରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସୂଚନା ଅନୁସାରେ କଟେକଲ୍ୟାଣ ଥାନା…

କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କ୍ୟାପିଟାଲ ହସ୍ପିଟାଲ ସାରା କରୋନା ପଜିଟିଭ । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କରୋନାରେ ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ…

x-ray ଦ୍ୱାରା ଜାଣି ହେବ କରୋନା ରିପୋର୍ଟ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଇଛି। ଏହାର ନୂଆ ନୂଆ ଭାରିଆଣ୍ଟ ସମଗ୍ର ଦେଶକୁ ଡରାଇବାରେ ଲାଗିଛି । । ଗତ ୩ ବର୍ଷ ହେବ ଏହି ମହାମାରୀ ଜନଜୀବନକୁ ବିପର୍ୟ୍ୟସ୍ତ କରି ରଖିଛି। ବର୍ତ୍ତମାନ ପର୍ୟ୍ୟନ୍ତ କରୋନାର ପରୀକ୍ଷା RTPCR, ଆଣ୍ଟିଜେନ୍ ଟେଷ୍ଟ ଜରିଆରେ ହୋଇ ଆସୁଥିଲା, କିନ୍ତୁ…

ଅକାଳରେ ଚାଲିଗଲେ ଡାଭିଡ଼ଙ୍କ ବ୍ୟକ୍ତିଗତ ଡ୍ରାଇଭର

ଢେଙ୍କାନାଳ : ଆରପାରିରେ ବଲିଉଡ ର ପ୍ରଖ୍ୟାତ ନିର୍ଦେଶକ ଡାଭିଡ ଧାବନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ କୁମାର ସାହୁ । ମନୋଜ କୁମାର ସାହୁଙ୍କ ର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର କାରନ୍ଦା ଗ୍ରାମରେ। ସୂଚନାଅନୁସାରେ ଡାଭିଡ ଧାବନଙ୍କ ପୁତ୍ର…

ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ ପରୀକ୍ଷା ଆରମ୍ଭ

ଆଜିଠାରୁ ଆରମ୍ଭ ହେଉଛି ଓଡିଶା ସିଭିଲ ସର୍ଭିସ୍ ମେନ ପରୀକ୍ଷା । ପ୍ରଥମ ଦିନରେ ଓଡିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେବ । ୫ଟି ଜୋନର ୧୬ଟି କେନ୍ଦ୍ରରେ କୋଭିଡ କଟକଣାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ୟ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା…

ଗୁନ ସିଂହାରୀ ହତ୍ୟା କାଣ୍ଡ ଅଭିଯୁକ୍ତ ଖଲାସ

ପୁରୀର ବହୁଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ୍ ଗୁନ ସିଂହାରୀ ଗୁଳିକାଣ୍ଡ ହତ୍ୟା ଘଟଣାର ଆଜି ଶୁଣାଣି ହୋଇଛି। ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟ ସମେତ ୫ ଜଣଙ୍କୁ ର୍ନିଦ୍ୱନ୍ଦରେ ଖଲାସ କରିଛନ୍ତି ଅତିରିକ୍ତ ସେସନ କୋର୍ଟ। ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କାଉନସିଲର ତଥା ସେବାୟତ ତଳୁଛ…

ରାଜ୍ୟରେ ୨୧ ରୁ ବର୍ଷା

ପୁଣି ୨୧ରୁ ଓଡିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର…