Odia News Portal

ଜାଣନ୍ତୁ ଏନସିବି ଫୋକସରେ ଥିବା ଅନନ୍ୟା ପାଣ୍ଡେଙ୍କ ବିଳାଶମୟ ଜୀବନୀ

ମୁମ୍ବାଇ: ବଉିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଏନସିବି ଫୋକସରେ । ଆର୍ୟନଙ୍କ ଡ୍ରଗ୍ସ ମାମଲାରେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗତକାଲି ତାଙ୍କ ଘରେ ଏନସିବିର ଏକ ଟିମ୍ ପହଞ୍ଚି ପଚରାଉଚରା କରୁଥିଲା । ତେବେ ୨୨ ବର୍ଷୀୟା ଅନନ୍ୟା ବିତାଉଛନ୍ତି ବିଳାଶମୟ ଜୀବନ । ସେ ଏକ

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ଲଗାତର ଭାବେ ବଢୁଥିବା ତୈଳ ଦର ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଉଛି । ଦର ହ୍ରାସ ହେବାର ନାଁ ନେଉନି । ଏନେଇ ସମସ୍ତେ ଚିନ୍ତାରେ । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ

ପ୍ରଦୀପ ମାଝୀଙ୍କ ଇସ୍ତଫାକୁ ନେଇ ତାରାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଜଣାଶୁଣା ଆଦିବାସୀ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳରେ ତେଜୁଛି ରାଜନୀତି । ସାଥୀ ରାଜନେତାମାନେ ଏବେ ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସୁରଙ୍କ ପରେ ପ୍ରଦୀପଙ୍କୁ ଟାର୍ଗେଟ କରିଛନ୍ତି ତାରା । ସେ କହିଛନ୍ତି କି, ଦଳର ଗ୍ରହ

ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ। ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା

ଦଳ ବଦଳ କରୁଥିବା ନେତାଙ୍କ ପାଇଁ ଆଗକୁ ଅଗ୍ନିପରୀକ୍ଷା, ପ୍ରଥମେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର : ରାଜ୍ୟରେ ଏବେ ଦଳ ବଦଳ ପ୍ରକ୍ରିୟା ଜୋରଦାର ଭାବେ ଚାଲିଛି । ତେବେ ଦଳ ବଦଳ କରୁଥିବା ନେତାଙ୍କ ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ । ଯଦି ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ ତେବେ ତିଷ୍ଠିବେ ନହେଲେ ଦଳରେ କୋଣଠେସା ହୋଇଯିବେ ବୋଲି ସେମାନଙ୍କ

୧୦୦ କୋଟି ଟିକାକରଣ ପ୍ରତ୍ୟେକ ଦେଶବାସୀଙ୍କ ସଫଳତା: ମୋଦି

ନୂଆଦିଲ୍ଲୀ: ଟିକାକରଣ କାର୍ଯ୍ୟକ୍ରମକୁ ‘ଭିଆଇପି’ ସଂସ୍କୃତି ନିୟନ୍ତ୍ରଣାଧୀନ କରାଇ ଦେଇନାହୁଁ ଏବଂ ସମସ୍ତଙ୍କ ପ୍ରତି ସମବିଚାର ହୋଇଥିବା ଆମେ ସୁନିଶ୍ଚିତ ବୋଲି ଆଜି ପୂର୍ବାହ୍ନ ୧୦ଟାରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଅଭିଭାଷଣ

ପ୍ରଦୀପ ମାଝୀ ଦଳ ଛାଡ଼ିବାକୁ ନେଇ ଏମିତି କହିଲେ ସୁର

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡ଼ିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସୁର ରାଉତରାୟ । ସେ କହିଛନ୍ତି ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୫ ହଜାରରୁ ଯଥେଷ୍ଟ ଥିବା ବେଳେ ମୃତ୍ୟୁସଂଖ୍ୟା ୨୦୦ରୁ କିଛି ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

ମମିତା ହତ୍ୟାକାଣ୍ଡର ‘ଡେମୋ’ ଦେଖାଇଲା ଗୋବିନ୍ଦ

ବଲାଙ୍ଗୀର: ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲେ ତା’ର ‘ଡେମୋ’ ଗତ ରାତି ପାହାନ୍ତା ପ୍ରାୟ ୪ଟା ବେଳେ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ପ୍ରଦର୍ଶନ କରିଥିଲେ। ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ

ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍

ବଲାଙ୍ଗିର : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଯାହାର ଏହି ମାମଲା ସହିତ ସିଧାସଳଖ ଲିଙ୍କ ଥିବା