ବାଲେଶ୍ୱରରୁ ବାଲିଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ
ଚୀନ୍ ଓ ପାକିସ୍ତାନକୁ ସତର୍କ ଘଣ୍ଟି । ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତର ବଡ଼ ସଫଳତା । ବାଲେଶ୍ୱରରୁ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି- ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ହଜାରେରୁ ଦୁଇ ହଜାର କିଲୋମିଟର ରହିଛି।
ସ୍ୱଦେଶୀ ଜ୍ଞାନ କୈଶଳରେ ନିର୍ମିତ ଅଗ୍ନି-ଚକୁ!-->…
