Odia News Portal

ଦୀପାବଳି ପାଇଁ ଶ୍ରୀମନ୍ଦିରରେ ଲାଗିଲା ୧୪୪

ପୁରୀ : ଦୀପାବଳୀ ପାଇଁ ଲାଗିଲା କଟକଣା । ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ହେଲା ଲାଗୁ । ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ପବିତ୍ର ଦୀପାବଳୀ । ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଓ  ଉପଲକ୍ଷେ ଗୟା ଶ୍ରାଦ୍ଧ

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ କମ୍ ରହିଛି । ଆଇସିୟୁରେ ମଧ୍ୟ କମ୍ ରୋଗୀ ଭର୍ତ୍ତି ହେଉଛନ୍ତି । କୋରୋନା ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ଏବେ ଅନ୍ୟ କିଛି ଦେଶରେ ସଂକ୍ରମଣ ବଢୁଛି । ତେଣୁ ସଚେତନ ରହିବାକୁ ପଡିବ । ବିପଦ ସୃଷ୍ଟିହେବା ଭଳି ପରିସ୍ଥିତି

ସିଏମ୍‍ସି ଘାଣ୍ଟୁଛି, ବିଏମ୍‍ସି ଶୋଇଛି

ଭୁବନେଶ୍ୱର : କଟକ ମହାନଗର ନିଗମ (ସିଏମ୍‍ସି) ଏବେ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଘାଣ୍ଟୁ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କିନ୍ତୁ ଏ ବାବଦରେ ନିଘୋଡ ନିଦରେ ଶୋଇଛି । ସ୍ମାର୍ଟସିଟିର ରାସ୍ତାଘାଟ ଠାରୁ ଆରମ୍ଭ କରି ଅଧିକାଂଶ ଛୋଟ ବଡ ହୋଟେଲରେ

କୋହଲିଙ୍କୁ ଗମ୍ଭୀରଙ୍କ ଚେତାବନୀ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଚାରିଆଡ଼େ ଚର୍ଚ୍ଚା । ଖେଳାଳୀଙ୍କ ସହ ସେମାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରୁଛନ୍ତି ପ୍ରଂଶସକ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ

ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା, ଅଭିଯୁକ୍ତ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଅଟକ। ରୂପେଶଙ୍କୁ ଅଟକ ରଖି ପଚରାଉଚରା କରୁଛି କମିଶନରେଟ୍‌ ପୋଲିସ । ହସ୍‌ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖାଯାଇଛି। ଗତକାଲି ଦୁଇ ପରିବାର ସଦସ୍ୟଙ୍କ ବୟାନ୍‌ ରେକର୍ଡ

ଆଲୋକିତ ହେବ ଅଯୋଧ୍ୟା, ଜଳିବ ୧୨ ଲକ୍ଷ ଦୀପ

ନୂଆଦିଲ୍ଲୀ : ଦୀପରେ ଆଲୋକିତ ହେବ ଆଯୋଧ୍ୟା । ଦୀପୋତ୍ସବରେ ଆଯୋଧ୍ୟାରେ ୧୨ ଲକ୍ଷ ଦୀପରେ ଆଲୋକିତ କରିବ ଉତ୍ତରପ୍ରଦେଶ ସରକାର । ଏହି ୧୨ ଲକ୍ଷ ଦୀପ ମଧ୍ୟରୁ ୯ ଲକ୍ଷ ଦୀପ ସରାୟୁ ନଦୀ କୁଳେ ଏବଂ ରାମ ମନ୍ଦିର ପରିସରରେ ଜଳାଯିବ । ଏହାସହିତ ଆଉ ୩ ଲକ୍ଷ ଦୀପ ଅଯୋଧ୍ୟାର ମଠ ମନ୍ଦିରରେ ଜଳାଯିବ ।

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ପ୍ରସଙ୍ଗ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ । କେବେ ଖୋଲିବ ତାକୁ ନେଇ ଚାଲିଛି ବିଚାରବିମର୍ଶ । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ । ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୯୦୩ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଦିନକ ମଧ୍ୟରେ ୧୪,୧୫୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ୩,୩୬,୯୭,୭୪୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଦେଶରେ ଦୈନିକ ସଂକ୍ରମଣ ୧.୧୧% ଓ ସାପ୍ତାହିକ ସଂକ୍ରମଣ

ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ

ଆବୁଧାବି: ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ‌ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଆଫ୍‌ଗାନିସ୍ତାନ ରୂପରେ ଆଉ ଏକ ଉତ୍ସାହୀ ଓ ଆତ୍ମବିଶ୍ବାସରେ ଭରପୁର ପ୍ରତିପକ୍ଷକୁ ଭେଟିବ। ଅନଭିଜ୍ଞ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ପାଇସାରିଛି। ତା’ ଛଡ଼ା

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୨ ଜଣ ଶିଶୁ ଓ କିଶୋର କରୋନା